ETV Bharat / state

ବର୍ଷର ପ୍ରଥମ ଅଂଶୁଘାତ ମୃତ୍ୟୁ! ବିଲରେ କାମ କରୁଥିବା ବେଳେ ଚାଲିଗଲା ଜୀବନ - ବର୍ଷର ପ୍ରଥମ ଅଂଶୁଘାତ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ସିଦ୍ଧନଇ ଗ୍ରାମରେ ଅଂଶୁଘାତରେ ଜଣେ ମୃତ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବିଲରେ କାମ କରୁଥିବା ବେଳେ ଚାଲିଗଲା ଜୀବନ
ବିଲରେ କାମ କରୁଥିବା ବେଳେ ଚାଲିଗଲା ଜୀବନ
author img

By

Published : Apr 4, 2021, 7:51 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ସିଦ୍ଧନଇ ଗ୍ରାମରେ ଅଂଶୁଘାତରେ ଜଣେ ମୃତ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ଏହି ଗ୍ରାମର ବଡ଼ଦାଣ୍ଡ ସାହିର ଭାଗିରଥି ବିଶୋୟୀ ହୋଇଥିବା ବେଳେ ସେ ବିଲରେ କାମ କରୁଥିବା ସମୟରେ ଅଚେତ ହୋଇପଡ଼ିଥିଲେ ।

ବିଲରେ କାମ କରୁଥିବା ବେଳେ ଚାଲିଗଲା ଜୀବନ

ତେବେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଆସିକା ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.