ETV Bharat / state

ଓଲଟିଲା କନ୍ୟା ଯାତ୍ରୀ ଗାଡି, ଜଣେ ମୃତ ୭ଗୁରୁତର

author img

By

Published : May 12, 2022, 1:00 PM IST

ହୁମ୍ମା ହାଟ ନିକଟରେ ଓଲଟିଲା କନ୍ୟାଯାତ୍ରୀ ପିକ୍ଅପ ଭ୍ୟାନ୍‌ । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ଓଲଟିଲା କନ୍ୟା ଯାତ୍ରୀ ଗାଡି,  ଜଣେ ମୃତ ୭ଗୁରୁତର
ଓଲଟିଲା କନ୍ୟା ଯାତ୍ରୀ ଗାଡି, ଜଣେ ମୃତ ୭ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ବ୍ଳକର ହୁମ୍ମା ହାଟ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କନ୍ୟାଯାତ୍ରୀ ଗାଡି । ଖଲ୍ଲିକୋଟରୁ ଛତ୍ରପୁର କନ୍ୟା ବିବାହ ସାମଗ୍ରୀ ନେଇ ଆସୁଥିବା ବେଳେ ହୁମ୍ମା ହାଟ ନିକଟରେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନ ଓଲଟି ପଡିଥିଲା । ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.