ETV Bharat / state

ହାତ ଛାଡି ଶଙ୍ଖ ଧରିଲେ ଓମ୍ ପ୍ରକାଶ

2019 ନିର୍ବାଚନ ପାଇଁ ରାଜନୀତିରେ ଚାଲିଛି ଦଳଡିଆଁ ପର୍ବ। ଏହି ଦଳଡିଆଁ ପର୍ବରେ ଆଉ ଜଣେ ନେତାଙ୍କ ନାମ ଯୋଡି ହୋଇଛି। ରବିବାର ହାତ ଛାଡି ଶଙ୍ଖ ଧରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ମୁଖପାତ୍ର ଓମ୍ ପ୍ରକାଶ ସାହୁ।

author img

By

Published : Mar 25, 2019, 6:19 AM IST

Updated : Mar 25, 2019, 7:18 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: 2019 ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା। ଏତେ ଅଡୁଆ ଅଙ୍କ ଯେତେ କଷିଲେ ବାହାରିପାରୁନି ଉତ୍ତର। ଆଉ ରାଜନୈତିକ ଦଳର ଏହି ଅଛିଣ୍ଡା ଅଙ୍କ ପାଇଁ ଚାଲିଛି ଦଳଡିଆଁ ପର୍ବ। ଏହି ଦଳଡିଆଁ ପର୍ବରେ ରବିବାର ହାତ ଛାଡି ଶଙ୍ଖ ଧରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ମୁଖପାତ୍ର ଓମ୍ ପ୍ରକାଶ ସାହୁ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୋରଡା ନିର୍ବାଚନ ମଣ୍ଡଳିର ବିଜେଡି କାର୍ଯ୍ୟାଳୟରେ ବିଧାୟକ ପ୍ରାର୍ଥି ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଓମ ବିଜେଡିରେ ଯୋଗଦାନ କରିଛନ୍ତି। ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଥିବାରୁ ଦଳର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଛନ୍ତି ଓମ ପ୍ରକାଶ । ଅନ୍ୟପଟେ ସେବିଜେଡିରେ ସାମିଲ ହେବା ପରେ ଦଳ ଆହୁରି ସୁଦୃଢ ହେବ ବୋଲି ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ କହିଛନ୍ତି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

RESTRICTIONS: SNTV clients only. Use on broadcast and digital channels, including social. Available worldwide. Use within 14 days. All usage subject to rights licensed in contract. For any questions regarding rights restrictions please contact planning@sntv.com.
SHOTLIST: Stellenbosch to Paarl, South Africa. 24th March 2019.
++FULL STORYLINE AND SHOTLIST TO FOLLOW++
1. 00:00
2.
3.
4.
5.
6.
7.
8.
9.
10.
SOURCE: Quattro Media
DURATION: 02:55
STORYLINE:
Nino Schurter and Lars Forster of Scott-SRAM MTB-Racing sealed victory in the 2019 Cape Epic on Sunday despite finishing the seventh and final stage in 14th place - KROSS-SPUR pair Sergio Mantecon Gutierrez and Ondrej Cink claiming the day's honours.
Annika Langvad finished top of the women's standings for a fifth time in six years after winning the closing stage with Investec-songo-Specialized team-mate Anna van der Breggen.
Last Updated : Mar 25, 2019, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.