ETV Bharat / state

ନଦୀରେ ଗାଧୋଇବା ହେଲା କାଳ, ପାଣିରେ ଭାସି ବୃଦ୍ଧା ମୃତ

author img

By

Published : Sep 29, 2021, 10:41 PM IST

ଗଞ୍ଜାମ ଜିଲ୍ଲା ସିନ୍ଦୂରାପାଲି ଗ୍ରାମର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ଗେଲି ଜେନା ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ନଦୀରେ ଗାଧୋଇବା ହେଲା କାଳ, ପାଣିରେ ଭାସି ବୃଦ୍ଧା ମୃତ
ନଦୀରେ ଗାଧୋଇବା ହେଲା କାଳ, ପାଣିରେ ଭାସି ବୃଦ୍ଧା ମୃତ

ଭଞ୍ଜନଗର: ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ବୃଦ୍ଧା । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଅଧିନ ଧରାକୋଟ ଥାନା ସିନ୍ଦୂରାପାଲି ଗାଁରେ ।

ସୂଚନାନୁସାରେ ମଙ୍ଗଳବାର ଧରାକୋଟ ଥାନା ଅଧିନ ସିନ୍ଦୂରାପାଲି ଗ୍ରାମର ଗେଲି ଜେନା ନାମକ ବୃଦ୍ଧା ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ସାମାନ୍ୟ ଅସାବଧାନତା ହେତୁ ନଦୀରେ ଭାସିଯାଇଥିଲେ । ତେବେ ଧରାକୋଟ ଦମକଳ କେନ୍ଦ୍ରର କର୍ମଚାରୀମାନଙ୍କ ଦୀର୍ଘ ଦୁଇଦିନ ଧରି ଉଦ୍ୟମ ପରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.