ETV Bharat / state

ସାଇକେଲକୁ ଧକ୍କା ଦେଲା କାର, ବୃଦ୍ଧ ମୃତ

author img

By

Published : Feb 23, 2021, 3:05 PM IST

Updated : Feb 23, 2021, 3:21 PM IST

ପାଟିଳି ଗୁଡା ଗାଁ ନିକଟରେ ସାଇକେଲକୁ ଧକ୍କା ଦେଲା କାର, ସାଇକେଲ ଆରୋହୀ ମୃତ । ଅଧିକ ପଢନ୍ତୁ....

ସାଇକେଲକୁ ଧକ୍କା ଦେଲା କାର, ବୃଦ୍ଧ ମୃତ
ସାଇକେଲକୁ ଧକ୍କା ଦେଲା କାର, ବୃଦ୍ଧ ମୃତ

ଭଞ୍ଜନଗର: ସାଇକେଲକୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ସାଇକେଲ ଆରୋହୀ ମୃତ । ଏପରି ଏକ ଘଟଣା ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଟିଳି ଗୁଡା ଗାଁ ନିକଟରେ ଘଟିଛି । ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

ସାଇକେଲକୁ ଧକ୍କା ଦେଲା କାର, ବୃଦ୍ଧ ମୃତ

ସୂଚନା ଅନୁଯାୟୀ ମୃତ ସାଇକେଲ ଆରୋହୀ ଚେରମାରିଆ ଗାଁର 50 ବର୍ଷୀୟ ବ୍ରଜବନ୍ଧୁ ଗୌଡ଼ l ସେ ଚେର ମାରିଆ ଗାଁରୁ ସାଇକେଲ ଯୋଗେ ଆସିକା ଅଭିମୁଖେ କ୍ଷୀରଦେବା ପାଇଁ ଯାଉଥିଲେ । ଏହି ସମୟରେ କାରଟି ବ୍ରଜବନ୍ଧୁଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ଥିବାବେଳେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଅଧିକ ତଦନ୍ତ ଜାରିରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

Last Updated : Feb 23, 2021, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.