ETV Bharat / state

କୋରୋନାକୁ ମାତ୍ ଦେବାକୁ ଏବିଭିପି ପକ୍ଷରୁ ନିଆରା ପଦକ୍ଷେପ - ABVP

ଦିନକୁ ଦିନ କୋରୋନାର ସଂକ୍ରମଣ ବଢିବାରେ ଲାଗୁଛି । ଆଉ କୋରୋନାକୁ ମାତ୍ ଦେବାକୁ ଆସିକା ଅଞ୍ଚଳରେ ଏବିଭିପି ସାନିଟାଇଜ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

କୋରୋନାକୁ ମାତ୍ ଦେବାକୁ ଏବିଭିପି ପକ୍ଷରୁ ନିଆରା ପଦକ୍ଷେପ

author img

By

Published : May 24, 2021, 10:56 PM IST

ଭଞ୍ଜନଗର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆସିକାର ବିଭିନ୍ନ ସ୍ଥାନରେ ସାନିଟାଇଜ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଘୁମୁସୁର ଏବିଭିପିର ସଦସ୍ୟମାନେ ମିଳିତ ଭାବରେ ଉପସ୍ଥିତ ରହି ଆସିକା ମେଡିକାଲରେ ଅମ୍ଳଜାନର ସ୍ତର ନିରୂପଣ କେନ୍ଦ୍ର ସମେତ ଥାନା ପରିସର ଏବଂ ତହସିଲ ପରିସର ଭଳି ଅଞ୍ଚଳମାନଙ୍କରେ ସାନିଟାଇଜ୍ କରାଯାଇଛି ଆସିକାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ସ୍ବାଗତ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି ।

କୋରୋନାକୁ ମାତ୍ ଦେବାକୁ ଏବିଭିପି ପକ୍ଷରୁ ନିଆରା ପଦକ୍ଷେପ

ପୂର୍ବରୁ ମଧ୍ୟ ରନ୍ଧାଖାଦ୍ୟ ବଣ୍ଟନ କରିବା ସହିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟ ଜାରି ରଖିଥିବା ନଜିର ରହିଛି । ଆଗାମୀ ଦିନରେ ଏନେଇ 'ମିଶନ ଆରୋଗ୍ଯ' ସେବା ଯୋଜନା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ପରିଷଦର ଅଭିଯାନ ଜାରି ରହିବ ବୋଲି ନଗର ସଂପାଦକ ଅନିଲ୍ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.