ETV Bharat / state

ଅପରାଧୀ ଶିବା ବିଷୋୟୀ ବିରୋଧରେ ଲାଗିଲା ଏନ.ଏସ.ଏ - ଶିବା ବିଷୋୟୀ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ

ବ୍ରହ୍ମପୁର ସହରର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ବିଷୋୟୀ ବିରୋଧରେ ଲାଗିଛି ଜାତୀୟ ନିରାପତ୍ତା ଆଇନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 8, 2019, 2:25 AM IST

ବ୍ରହ୍ମପୁର: କ୍ରାଇମ ସିଟି ଭାବେ ପରିଚିତ ବ୍ରହ୍ମପୁର ସହର । ଏଠାରେ ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଜନ୍ମ । ତେବେ ଏମାନଙ୍କୁ ଦମନ କରିବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ସହରର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ବିଷୋୟୀ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯାଇଛି।

ସୂଚନା ଅନୁସାରେ ଶିବା ନାମରେ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଥିଲା । ଶେଷରେ ଏହି ଅପରାଧ ବିରୋଧରେ ଏହି ଏନ୍.ଏସ୍.ଏ (ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ) ବା ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ବ୍ରହ୍ମପୁର ସହରର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ବିଷୋୟୀ ଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯାଇଛି। ଶିବା ଙ୍କ ନାମରେ ପୁର୍ବରୁ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଥିବା ବେଳେ ଶେଷରେ ଏହି ଏନ୍.ଏସ୍.ଏ ଲାଗୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.