ETV Bharat / state

କ୍ବାରେଣ୍ଟାଇନ ପ୍ରତ୍ସାହନ ରାଶି ପାଇଁ ରାସ୍ତା ଅବରୋଧ କଲେ ପ୍ରବାସୀ - ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ କ୍ବାରେଣ୍ଟାଇନରେ ଥିବା ପ୍ରବାସୀ ଓଡିଆମାନେ ନିଜ ପ୍ରତ୍ସାହନ ରାଶି ୨ ହଜାର ଟଙ୍କା ପାଇବାକୁ ନେଇ ଅଭିଯୋଗ । ଯାହାକୁ ନେଇ ପ୍ରବାସୀ ମାନେ କ୍ବାରେଣ୍ଟାଇନ ପ୍ରତ୍ସାହନ ରାଶି ପାଇଁ ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

କ୍ବାରେଣ୍ଟାଇନ ପ୍ରତ୍ସାହନ ରାଶି ପାଇଁ ରାସ୍ତା ଅବରୋଧ କଲେ ପ୍ରବାସୀ

author img

By

Published : Jul 7, 2020, 10:35 PM IST

ଭଞ୍ଜନଗର: କ୍ବାରେଣ୍ଟାଇନ ପ୍ରତ୍ସାହନ ରାଶି ପାଇଁ ରାସ୍ତା ଅବରୋଧ କଲେ ପ୍ରବାସୀ । ସରକାର ଘୋଷଣା କରିଥିବା ପ୍ରତ୍ସାହନ ରାଶି କ୍ବାରେଣ୍ଟାଇନ ଅବଧି ସରିବା ପରେ ମଧ୍ୟ ପ୍ରଦାନ କରିନଥିବାରୁ ରାସ୍ତାରୋକ କରିଛନ୍ତ ବୋଲି ପ୍ରବାସୀ ମାନେ କହିଛନ୍ତି । ଏନେଇ କ୍ବାରେଣ୍ଟାଇନରେ ଥିବା ସମସ୍ତ ପ୍ରବାସୀ ଓଡିଆମାନେ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ।

କ୍ବାରେଣ୍ଟାଇନ ପ୍ରତ୍ସାହନ ରାଶି ପାଇଁ ରାସ୍ତା ଅବରୋଧ କଲେ ପ୍ରବାସୀ

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତର କ୍ବାରେଣ୍ଟାଇନରେ ଥିବା ପ୍ରବାସୀ ଓଡିଆମାନେ ନିଜ ପ୍ରତ୍ସାହନ ରାଶି ୨ ହଜାର ଟଙ୍କା ପାଇବାକୁ ନେଇ ଅଭିଯୋଗ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ୫୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଶ୍ରମିକ ମନ୍ଦାର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରୋତ୍ସାହନ ରାଶି ୨ ହଜାର ଟଙ୍କା ପ୍ରଦାନ କରିବା କୁ ନେଇ ସରପଞ୍ଚ ଙ୍କୁ ଘେରିବା ସହ ମୁଖ୍ୟ ସଡ଼କ ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.