ETV Bharat / state

ଛତ୍ରପୁରରେ ବିଶାଳ ଆଇନ ସଚେତନତା ଶିବିର

ଜାତୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଛତ୍ରପୁର ଠାରେ ବିଶାଳ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି ।

author img

By

Published : Sep 15, 2019, 9:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଜାତୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଛତ୍ରପୁର ଠାରେ ବିଶାଳ ଆଇନ ସଚେତନତା ଶିବିର ଆୟୋଜିତ ହୋଇଛି । ଅନସ୍ଲୋ ଶିକ୍ଷାନୁଷ୍ଠାନ ମିନି ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମାଜରେ ଦାରିଦ୍ର୍ୟ ଦୂରୀକରଣ ଓ ଆଦିବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ଆଇନଗତ ସେବା ପ୍ରଦାନ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇ କିଭଳି ସରକାରୀ ସୁବିଧା ପାଇପାରିବେ ସେ ନେଇ ସଚେତନ କରାଯାଇଥିଲା । ଏହା ସହ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା, ଜଷ୍ଟିସ ଅକ୍ଷୟ କୁମାର ରଥ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଛତ୍ରପୁର ବିଧାୟକଙ୍କ ସମେତ ଗଞ୍ଜାମ ଓ ବ୍ରହ୍ମପୁରର ଏସପି ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଜାତୀୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବିଶାଳ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି ।ସ୍ଥାନୀୟ ଅନସ୍ଲୋ ଶିକ୍ଷାନୁଷ୍ଠାନ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ,ଜଷ୍ଟିସ ଅକ୍ଷୟ କୁମାର ରଥ ପ୍ରମୁଖ ଯୋଗ ଦେଇ ସମାଜରେ ଉପେକ୍ଷିତ ବର୍ଗଙ୍କ ଦାରିଦ୍ର୍ୟ ଦୂରୀକରଣ ଓ ଆଦିବାସୀ ଙ୍କ ଅଧିକାର ସୁରକ୍ଷା ପାଇଁ ସେବା ପ୍ରଦାନ ମୂଳକ ବିଭିନ୍ନ ବିଷୟରେ ଆଲୋକପାତ କରାଯାଇଥିଲା ।ଏଥିରେ ଅନ୍ୟତମ ଅତିଥି ରୂପେ ବ୍ରହ୍ମପୁର ସା°ସଦ ଚନ୍ଦ୍ରଶେଖର ସାହୁ ,ଆସିକା ସା°ସଦ ପ୍ରମିଳା ବିଷୋୟୀ ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ,ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ,ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ଙ୍କ ସହ ଜିଲ୍ଲା ପ୍ରଶାସନ ର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।ଏହି ଅବସରରେ ସରକାର ଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଜନସାଧାରଣ ଙ୍କ ଉଦ୍ଧେଶ୍ୟରେ ବିଭିନ୍ନ ଷ୍ଟଲ ଖୋଲାଯାଇ କିଭଳି ସରକାରୀ ସୁବିଧା ପାଇ ପାରିବେ ସେ ନେଇ ସଚେତନତା କରାଯାଇଥିଲା ସ

Body:ବାଇଟ୍-ଦେବାଶିଷ ନାୟକ(ସଦସ୍ୟ ସଚିବ, ରାଜ୍ୟ ଆଇନସେବା ପ୍ରାଧିକରଣ)
ବାଇଟ୍-ସଦସ୍ୟ, ଜିଲ୍ଲା ଆଇନସେବା ପ୍ରାଧିକରଣ

Conclusion:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.