ETV Bharat / state

ନୌବାଣିଜ୍ୟ କେନ୍ଦ୍ରସ୍ଥଳୀରେ ବୋଇତ ବନ୍ଦାଣ, ଶ୍ରଦ୍ଧାଳୁଙ୍କ ଭିଡ - କାର୍ତ୍ତିକପୂର୍ଣ୍ଣିମା

ଉତ୍ସବମୁଖର ରାଜ୍ୟ । ବୋଇତ ଭସାଇ ଶୁଭ ମନାସୁଛନ୍ତି ଗୋପାଳପୁର ବାସିନ୍ଦା । ଚାଲିଛି ପୂଜାର୍ଚ୍ଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 12, 2019, 9:07 AM IST

ବ୍ରହ୍ମପୁର: ପବିତ୍ର କାର୍ତ୍ତିକପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାର ପୁରାତନ ନୌବାଣିଜ୍ୟର କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଗୋପାଳପୁରରେ ଆୟୋଜିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବେଳାଭୂମିରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ବୋଇତ ବନ୍ଦାଣ କରାଯାଇଥିଲା । ମହିଳାମାନେ ସମୁଦ୍ରରେ କଦଳୀ ପାଟୁଆରେ ବୋଇତ ଭସାଇ ଓଡିଆ ପୁଅର ଗୌରବ ଗାଥାକୁ ମନେ ପକାଇଥିଲେ । ଗୋପାଳପୁର ବେଳାଭୂମିରେ କିଭଳି ଚାଲିଛି ବୋଇତ ବନ୍ଦାଣ ସେ ନେଇ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାର ପୁରାତନ ନୈବାଣିଜ୍ୟର କେନ୍ଦ୍ରସ୍ଥଳୀ ରୂପେ ପରିଚିତ ଥିବା ଗୋପାଳପୁର ରେ ଆୟୋଜିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ । ବେଳାଭୂମିରେ ପାରମ୍ପାରିକ ରୀତିନୀତିରେ ପୁଜାର୍ଚ୍ଚନା କରାଯିବା ପରେ ବୋଇତ ବନ୍ଦାଣ କରାଯାଇ ମହିଳା ମାନେ ସମୁଦ୍ରରେ କଦଳୀ ପାଟୁଆରେ ବୋଇତ ଭସାଇ ଓଡିଆ ପୁଅର ସେହି ଗୈରବ ଗାଥାକୁ ମନେ ପକାଇଥିଲେ ।ଗୋପାଳପୁର ବେଳାଭୂମିରେ କିଭଳି ଚାଲିଛି ବୋଇତ ବନ୍ଦାଣ ସେ ନେଇ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...Body:ବ୍ରହ୍ମପୁର ରୁ ସମୀର ଆଚାଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.