ETV Bharat / state

ଶହୀଦଙ୍କ ମାଟିରେ 'ବିଜୟ' ଦିବସ

author img

By

Published : Jul 26, 2019, 5:54 PM IST

ଜନ୍ମମାଟି ପାଇଁ ସେବା ଓ ତ୍ଯାଗର ସମର୍ପଣ ଭାବରଖି ବୀର ଯବାନ ଦେଇଥିଲେ ବଳିଦାନ । କାରଗିଲ ଯୁଦ୍ଧରେ ବ୍ରହ୍ମପୁରର ବୀର ପୁଅ ଏସ୍. ଶ୍ରୀନିବାସ ମଧ୍ୟ ହୋଇଥିଲେ ଶହୀଦ୍ । ଆଜିର ଦିନରେ ଭାରତୀୟ ସୈନ୍ଯ ଦୁର୍ଗ ଜୟ କରିଥିବାବେଳେ ଦେଶ ପାଳୁଛି 20 ବର୍ଷର ‘ବିଜୟ ଦିବସ’ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦେଶ ପାଳୁଛି କାର୍ଗିଲ 'ବିଜୟ ଦିବସ' । ବୀର ଯବାନଙ୍କ ଶହୀଦରେ ଜ୍ଞାପନ କରୁଛି ଶ୍ରଦ୍ଧାଞ୍ଜଳୀ । ଏହି ଅବସରରେ ବ୍ରହ୍ମପୁର ଉପକଣ୍ଠ ଜଗଦଲପୁରରେ ମଧ୍ୟ ଅମର ଯବାନଙ୍କୁ ସ୍ମରଣ କରାଯାଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି ଉତ୍ସବରେ ଓଡି଼ଆ ଯବାନଙ୍କ ଜନ୍ମମାଟି ପ୍ରତି ଦେଶ ସେବା ଓ ଭାରତ ପାକିସ୍ତାନର ସେ ସମୟର ଯୁଦ୍ଧ ବିଷୟରେ ପିଲାଙ୍କୁ ଅବଗତ କରାଯାଇଥିଲା । କିଭଳି କାର୍ଗିଲରେ ପାକିସ୍ତାନକୁ ଧୂଳିଚଟାଇ ନିଜ ପରାକ୍ରମ ଦେଖାଇଥିଲେ ଭାରତୀୟ ସେନା ତାକୁ ବିସ୍ତୃତ ଭାବେ ମତବ୍ୟକ୍ତ କରାଯାଇଥିଲା ।

ଏହି ଅବସରରେ ଶହୀଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟଙ୍କ ସମେତ ସହରର ବିଭିନ୍ନ ବର୍ଗର ବିଦ୍ୟାର୍ଥୀ,ଯୁବ ବର୍ଗ,ବୁଦ୍ଧିଜୀବିଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସୀମର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସାରା ଦେଶରେ ପାଳନ କରାଯାଉଛି କାରଗିଲ ବିଜୟ ଦିବସ ।ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ଏହି ଦିବସ ଅବସରରେ ସେହି ଅମର ଯବାନ ଙ୍କ ସ୍ମୃତିକୁ ସ୍ମରଣ କରିବା ସହ ପ୍ରଥମ ଓଡ଼ିଆ ଶହୀଦ ତଥା ନିଜ ଜନ୍ମମାଟି ର ବୀର ଯବାନ ଦେଶମାତୃକାର ରକ୍ଷା ପାଇଁ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଦେଖିବାକୁ ମିଳିଥିବା ବିରତ୍ବ ତଥା ସାହାସିକତା କୁ ନେଇ ଏହି ଅବସରରେ ମତବ୍ୟକ୍ତ କରାଯାଇଥିଲା ।ଏହି ଅବସରରେ
ଶହୀଦ ଶ୍ରୀନିବାସ ପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ କୁମାର ରାଉତରାୟ ଙ୍କ ସମେତ ସହରର ବିଭିନ୍ନ ବର୍ଗର ବିଦ୍ୟାର୍ଥୀ,ଯୁବ ବର୍ଗ,ବୁଦ୍ଧିଜୀବି ଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ ।
Body:ବାଇଟ୍-ଦିଗନ୍ତ କୁମାର ରାଉତରାୟ(ଉପଜିଲ୍ଲାପାଳ, ବ୍ରହ୍ମପୁର)
ବାଇଟ୍-ବିଦ୍ୟାର୍ଥୀ
ବାଇଟ୍-ଶହୀଦ ଶ୍ରୀନିବାସ ଙ୍କ ଭାଇ
ବାଇଟ୍-ରାମ କୁମାର ପାତ୍ର(ବ୍ରହ୍ମପୁର ବାସିନ୍ଦା)Conclusion:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.