ETV Bharat / state

ପ୍ରେମିକା ମୃତଦେହ ଆଗରେ କାନ୍ଦୁଛି ପ୍ରେମିକ, ଦିନକ ପୂର୍ବରୁ ହୋଇଥିଲେ ଫେରାର

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଲୟରେ ଛାତିଥରା ଘଟଣା । ପ୍ରେମିକାକୁ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Mar 23, 2022, 8:43 AM IST

Updated : Mar 23, 2022, 10:42 AM IST

ପ୍ରେମିକ ନାରେ ହତ୍ୟା ଅଭିଯୋଗ, ପ୍ରେମିକାକୁ ନେଇ ଫେରାର ଥିଲେ ପ୍ରେମିକ

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଛାତିଥରା ଘଟଣା । ପ୍ରେମିକାକୁ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ସୂଚନାଅନୁସାରେ ଗତ 21 ମାର୍ଚ୍ଚ ସନ୍ଧ୍ୟାରେ ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ ଅଳସୁ ଗ୍ରାମର ପ୍ରେମିକ ଦଣ୍ଡୁ ଗାଙ୍ଗପୁର ଥାନା ଅନ୍ତର୍ଗତ ପ୍ରେମିକାକୁ ଧରି ଫେରାର ହୋଇଥିଲେ l ଗ୍ରାମବାସୀ ମାନେ ସେମାନଙ୍କୁ ପିଛା କରିବା ସମୟରେ ଧରାପଡିଯିବା ଭୟରେ ଉଭୟ ଏକ ଜଙ୍ଗଲରେ ଆଶ୍ରୟ ନେଇଥିଲେ।

ପ୍ରେମିକା ମୃତଦେହ ଆଗରେ କାନ୍ଦୁଛି ପ୍ରେମିକ, ଦିନକ ପୂର୍ବରୁ ହୋଇଥିଲେ ଫେରାର

ତେବେ ଭୟରେ ଦୌଡ଼ିବା ସମୟରେ ପପ୍ରେମିକା ତଳେ ପଡି ଯାଇ ସାମାନ୍ୟ ଆହତ ହୋଇଥିଲେ । ସକାଳେ ଦଣ୍ଡୁ ତାଙ୍କୁ ମେଡ଼ିକାଲ ଆଣିବା ପରେ ଡାକ୍ତର ପ୍ରେମିକାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଅଭିଯୁକ୍ତ ଦଣ୍ଡୁକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି l ଅନ୍ୟପଟେ ଝିଅକୁ ଅପହରଣ କରି ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Last Updated : Mar 23, 2022, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.