ETV Bharat / state

ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା - କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

ganjam-ranngelunda-block-many-govt-office-containment-zone-declar

author img

By

Published : Jun 25, 2020, 1:55 PM IST

Updated : Jun 25, 2020, 5:26 PM IST

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଏହି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ କନିଷି ତହଲସିଲଦାର, ଅତିରିକ୍ତ ତହସିଲଦାର ଭଳି ପ୍ରମୁଖ ଅଧିକାରୀମାନେ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଣୁ ଏହି ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବା ବହୁ ସରକାରୀ କର୍ମଚାରୀ ଆସିଛନ୍ତି । ଏହି କାରଣରୁ ସରକାରୀ ଅଫିସ ସମେତ ଏହାର ପାଖ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

_containment_zone

କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା କାର୍ଯ୍ୟାଳୟ ମଧ୍ୟରେ କନିଷି ତହସିଲଦାର, ସ୍ଥାନୀୟ ସବ୍ ରେଜିଷ୍ଟାର କାର୍ଯ୍ୟାଳୟ, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଏବଂ ଏହାର ନିକଟବର୍ତ୍ତୀ ରହିଥିବା ଗଣେଷ ନଗର ଓ ଶ୍ରୀରାମ ନଗରକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ବେଳେ ସ୍ଥାନୀୟ କନିଷି ଅଞ୍ଚଳ ସମେତ କନିଷି ହାଟ, ତୁଳୁ ରାସ୍ତା, ଚାନ୍ଦପୁର, ଗୋବିନ୍ଦପୁର, ରଙ୍ଗିପୁର, ରାଳବ, ହଳଦିଆପଦର ଏବଂ ଦୁବପଲ୍ଲୀକୁ ବୋଫର ଜୋନ୍ ଭାବରେ ଘୋଷଣା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 25, 2020, 5:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.