ETV Bharat / state

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡିଦେଲା ଅବକାରୀ ବିଭାଗ

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖଜୁରୀପଦା ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ପୋଲିସ  ଓ ଅବକାରୀ ବିଭାଗର  ମିଳିତ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିଛି ।

author img

By

Published : Nov 22, 2019, 12:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜେଇ ଗଛ ପୋଡି ନଷ୍ଟ କଲା ଅବକାରୀ ବିଭାଗ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖଜୁରୀପଦା ଗ୍ରାମ ନିକଟ ଜଙ୍ଗଲରେ ଶୁକ୍ରବାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁଯାୟୀ, ଖଜୁରୀପଦା ଗ୍ରାମ ନିକଟ ଜଙ୍ଗଲରେ 40 ଏକରରୁ ଉର୍ଦ୍ଧ୍ବ ଜମିରେ ଗଞ୍ଜେଇ ଚାଷ ହେଉଥିବା ନେଇ ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଏହାପରେ ପୋଲିସ ଏବଂ ଅବକାରୀ ବିଭାଗ ଶୁକ୍ରବାର ଉକ୍ତ ଜଙ୍ଗଲରେ ମିଳିତ ଭାବେ ଚଢାଉ କରି କିଛି ଗଞ୍ଜେଇ ଗଛ ପୋଡି ନଷ୍ଟ କରିଥିଲେ ।

କିଛି ସମୟ ପରେ ସେହି ଅଞ୍ଚଳର କିଛି ଆଦିବାସୀମାନେ ଜଙ୍ଗଲକୁ ଆସି ପୋଲିସ ଏବଂ ଅବକାରୀ ବିଭାଗକୁ ଘେରି ସେମାନଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ପୋଲିସ ଲୋକଙ୍କ ସହ ଆଲୋଚନା ପରେ ପୁଣି ଏହି ଅଭିଯାନ ଆରମ୍ଭ ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖଜୁରୀ ପଦା ଗ୍ରାମ ନିକଟ ଜଙ୍ଗଲ ରେ ପୋଲିସ ଅବକାରୀ ଫରେଷ୍ଟ ର ମିଳିତ ଚଢ଼ାଉ ଜଙ୍ଗଲ ରେ 40 ଏକରରୁ ଉର୍ଦ୍ଧ ଜମିରେ ଗଂଜେଇ ଚାଷ ହୋଇଥିବା ସୂଚନା ପାଇ ଏହି ଚଢ଼ାଉ କରାଯାଇଛି କିଛି ଗଂଜେଇ ଗଛ ପୋଡି ନଷ୍ଟ କଲାପରେ ସେହି ଅଂଚଳର ଆଦିବାସୀ ମାନେ ସମସ୍ତ ଙ୍କୁ ଘେରି ଯାଇଥିଲେ ଯୁକ୍ତି ତର୍କ ହେଉଥିବା ଦେଖିବାକୁ ମିଳିଥିଲା ପୋଲିସ ଲୋକଙ୍କ ସହ ଆଲୋଚନା ପରେ ପୁଣି ଅଭିଯାନ ଆରମ୍ଭ ହୋଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.