ETV Bharat / state

ଭଞ୍ଜନଗରରେ ଅପରେସନ ଗ୍ରୀନ କ୍ଲିନ, ଗଞ୍ଜେଇ ଗଛ ପୋଡିଲେ ପୋଲିସ

author img

By

Published : Jan 20, 2021, 1:12 PM IST

ଗଞ୍ଜାମ ଜିଲ୍ଲା ବଡଗଡ ଥାନା ମାଣିକ୍ୟପୁର ଗାଁରେ ଅପରେସନ ଗ୍ରୀନ କ୍ଲିନ। ବନବିଭାଗ କର୍ମଚାରୀ, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ । ବହୁ ପରିମାଣର ଗଞ୍ଜେଇ ଗଛ ପୋଡି କଲେ ନଷ୍ଟ । ଛାନିଆ ଗଞ୍ଜେଇ ମାଫିଆ ।

ଭଞ୍ଜନଗରରେ ଅପରେସନ ଗ୍ରୀନ କ୍ଲିନ; ଗଞ୍ଜେଇ ଗଛ ପୋଡି ନଷ୍ଟ କଲା ପୋଲିସ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡଗଡ ଥାନା ମାଣିକ୍ୟପୁର ଗାଁରେ ଅପରେସନ ଗ୍ରୀନ କ୍ଲିନ। ବୁରୁପଡା ଗାଁ ଜଙ୍ଗଲରେ ପୋଲିସର ଅତର୍କିତ ଚଢାଉ। ବିପୁଳ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ ଏବେ ଗଞ୍ଜେଇ ମାଫିଆ ମାନଙ୍କ ମନରେ ଛନକା ପସିଛି।

ବହୁଦିନ ଧରି ଏଠାରେ ଗଞ୍ଜେଇ ଚାଷ ଚାଲିଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଦିଆଯାଇଛି । ଏହି ଚଢାଉରେ ବନବିଭାଗ କର୍ମଚାରୀ, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ କରାଯାଇଥିଲା ।

ଦୀର୍ଘ ଦିନ ହେଲା ଏହି ବଡ଼ଗଡ଼ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଆସୁଛି ଏବେ ବାରମ୍ବାର ଏହି ଦୁର୍ଗମ ଅଞ୍ଚଳରେ ପୋଲିସ ଚଢ଼ାଉ କରିବା ଫଳରେ ଗଞ୍ଜେଇ ମାଫିଆ ମାନଙ୍କ ମନରେ ଛନକା ପସିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.