ETV Bharat / state

ଡିସେମ୍ୱର ୪ରୁ ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ - flok art fastival in ganjam

ଆସନ୍ତା ଡିସେମ୍ୱର ୪ରୁ  ୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ-୨୦୧୯ ଆୟୋଜିତ ହେବ । ପ୍ରତ୍ୟେକ ଦିନ ସଂନ୍ଧ୍ୟା ୫ଟାରୁ ସାଢେ ୭ଟା ପ୍ରର୍ଯ୍ୟନ୍ତ ବିଭିନ୍ନ ପାରମ୍ପାରିକ ଲୋକକଳା, ଲୋକନୃତ୍ୟ ପ୍ରଦର୍ଶିତ ହେବ ।

ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ
ଫଟୋ ସୌଜନ୍ୟ: ସମ୍ବାଦଦାତା, ଗଞ୍ଜାମ
author img

By

Published : Nov 28, 2019, 4:42 PM IST

Updated : Nov 28, 2019, 5:08 PM IST

ଗଞ୍ଜାମ: ଆସନ୍ତା ଡିସେମ୍ୱର ୪ରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ-୨୦୧୯ । ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ଆୟୋଜିତ ହେବାକୁ ଥିବା ଏହି ମହତ୍ସୋବ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଗଞ୍ଜାମ

ପାଞ୍ଚ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଲୋକକଳା ମହୋତ୍ସବ ସହିତ ତାମ୍ପରା ଉତ୍ସବ, ପଲ୍ଲୀଶ୍ରୀ ମେଳା, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଓ ଗ୍ରାମୀଣ ଆବାସ ମେଳା ଅନୁଷ୍ଠିତ ହେବ । ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ସଂସ୍କୃତି ପରିଷଦ ଓ ପର୍ଯ୍ୟଟନ ବିଭାଗ ଓ ଓରମାସ୍ ପକ୍ଷରୁ ମିଳିତ ଭାବେ ପ୍ରତ୍ୟେକ ଦିନ ସଂନ୍ଧ୍ୟା ୫ଟାରୁ ସାଢେ ୭ଟା ପ୍ରର୍ଯ୍ୟନ୍ତ ବିଭିନ୍ନ ପାରମ୍ପାରିକ ଲୋକକଳା, ଲୋକନୃତ୍ୟ ପ୍ରଦର୍ଶିତ ହେବ । ପରେ ବଲିଉଡ୍ ଓ ଓଲିଉଡ୍ କଳାକାରମାନେ ମଞ୍ଚରେ ପରିବେଷଣ କରିବେ ନୃତ୍ୟ, ଗୀତ ଓ ସଙ୍ଗୀତ ଭଳି କାର୍ଯ୍ୟକ୍ରମ । ଏହି ଅବସରରେ ୧୬୦ଟି ଷ୍ଟଲ କରାଯିବା ସହ ମୀନାବଜାର ଓ ଫୁଡ ଷ୍ଟଲର ଆୟୋଜନ କରାଯିବ ।

ଗଞ୍ଜାମରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଡିସେମ୍ୱର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ-୨୦୧୯ । ଏହି ମହୋତ୍ସବ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କିଭଳି ମହୋତ୍ସବକୁ ଅଧିକ ଆକର୍ଷଣୀୟ କରାଯିବ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ଭବନ ପରିସରରେ ଆୟୋଜିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ସମେତ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ । ପାଞ୍ଚ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କୁ ଲୋକକଳା ମହୋତ୍ସବ ସହିତ ତାମ୍ପରା ଉତ୍ସବ , ପଲ୍ଲୀଶ୍ରୀ ମେଳା , ମହାତ୍ସାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଓ ଗ୍ରାମୀଣ ଆବାସ ମେଳା ଅନୁଷ୍ଠିତ ହେବ । ଦ୍ୱିତୀୟ ଥର ପାଇଁ ଆୟୋଜିତ ହେଉଥିବା ମହୋତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ଜିଲ୍ଲା ସଂସ୍କୃତି ପରିଷଦ ଓ ପର୍ଯ୍ୟଟନ ବିଭାଗ ଓ ଓରମାସ୍ ପକ୍ଷରୁ ମିଳିତ ଭାବେ ପ୍ରତେକ ଦିନ ସଂନ୍ଧ୍ୟା ୫ ଟାରୁ ସାଢେ ୭ ପ୍ରର୍ଯ୍ୟନ୍ତ ବିଭିନ୍ନ ପାରମ୍ପାରିକ ଲୋକକଳା , ଲୋକନୃତ୍ୟ ପ୍ରଦର୍ଶିତ ହେବ । ପରେ ବଲିଉଡ୍ ଓ ଓଲିଉଡ୍ କଳାକାର ମାନେ ମଞ୍ଚରେ ପରିବେଷଣ କରିବେ ନୃତ୍ୟ ,ଗୀତ ଓ ସଙ୍ଗୀତ ଭଳି କାର୍ଯ୍ୟକ୍ରମ ।ଏହି ଅବସରରେ ୧୬୦ ଟି ଷ୍ଟଲ କରାଯିବା ସହ ମୀନାବଜାର ଓ ଫୁଡ ଷ୍ଟଲ ର ଆୟୋଜନ କରାଯିବ ।Body:ବାଇଟ୍- ବିଜୟ ଅମୃତା କୁଲାଙ୍ଗେ (ଜିଲ୍ଲାପାଳ, ଗଞ୍ଜାମ)
ବାଇଟ୍-କୃଷ୍ଣଚନ୍ଦ୍ର ନିଷଙ୍କ(ପୂର୍ବତନ ଅଧିକାରୀ,ସଂସ୍କୃତି ବିଭାଗ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
*ଭିଜୁଆଲ ମୋଜୋ ରେ ଯାଇଛି ।Conclusion:
Last Updated : Nov 28, 2019, 5:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.