ETV Bharat / state

ଫଲକନାମା ଧକ୍କାରେ ଶହେ ଛେଳି ମୃତ - ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ

ନୀରିହ ପଶୁ ପାଳକ ନିଜ ବୃତ୍ତିରେ କରୁଥିଲେ। ହେଲେ ଅଚାନକ ମାଡିଆସିଲା ବିପଦ। ବୃତ୍ତି ଗଲା ଆଉ ଜୀବିକା ମଧ୍ୟ। ଏବେ ଚିନ୍ତାରେ କେମିତି ଚଳାଇବେ ପରିବାର...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 20, 2019, 7:38 AM IST

ବ୍ରହ୍ମପୁର: ଟ୍ରେନ ଉଜାଡି ଦେଇଛି ବେଉସା । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧିନସ୍ଥ ଗୁରାପଲ୍ଲୀ ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଧାରଣାରେ ।

ଘଟଣା ଅନୁସାରେ ଗ୍ରାମର ଜି.ଗଣପତି ପାତ୍ର ଓ ଏସ. ଭରତ ପାତ୍ର ରେଳ ଧାରଣ ପାର୍ଶ୍ବକୁ ଛେଳି ଓ କିଛି ମେଣ୍ଢା ଚରାଇ ନେଇଥିଲେ । ରେଳ ଧାରଣା ପାର୍ଶ୍ବରେ ଉଭୟ ଥିବା ବେଳେ ଏହି ସମୟରେ ଫଲକନାମା ଏକ୍ସପ୍ରେସ ଦ୍ରୃତଗତିରେ ଅତିକ୍ରମ କରୁଥିଲା । ଟ୍ରେନ ଶବ୍ଦରେ ସମସ୍ତ ଛେଳି ଓ ମେଣ୍ଢା ରେଳ ଧାରଣକୁ ଚାଲିଆସିଥିଲେ ଯହା ଫଳରେ ସମସ୍ତ ଛେଳିକୁ ଧକ୍କା ଦେଇଥିଲା ଉକ୍ତ ଟ୍ରେନ । ଏଥିରେ ପ୍ରାୟ ଶହେରୁ ଊର୍ଦ୍ଧ୍ବ ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଛି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବ୍ରହ୍ମପୁର

ଘଟଣା ପରେ ମେଣ୍ଢା ପାଳକ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ତୁରନ୍ତ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତର ଗୁରାପଲ୍ଲୀ ଗ୍ରାମ ନିକଟରେ ଟ୍ରେନ୍ ଧକ୍କାରେ ଶହେରୁ ଉର୍ଦ୍ଧ ଛେଳିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।ଉକ୍ତ ଗ୍ରାମର ଜି. ଗଣପତି ପାତ୍ର ଓ ଏସ୍ . ଭରତ ପାତ୍ର ନାମକ ଦୁଇ ଛେଳି ଓ ମେଣ୍ଢା ପାଳକ ଛେଳି ଚରାଇବାକୁ ଯାଇଥିବା ବେଳେ ରେଳ ଧାରଣାର ଏକ ପାର୍ଶ୍ବରେ ଗୋଠ ହୋଇଥିବା ଛେଳି ଓ ମେଣ୍ଢା ହଠାତ ଟ୍ରେନ ଆସିବା ସମୟରେ ରେଳ ଧାରଣା ଉପରକୁ ଦୌଡ଼ି ଆସି ଯାଇଥିଲେ । ସେ ସମୟରେ ଯାଉଥିବା ଫାଲକନାମା ଟ୍ରେନ୍ ଦ୍ରୃତ ଗତି ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଧକାରେ ପ୍ରାୟ ଶତାଧିକ ଏକ ଶହ ଛେଳି ଓ ମେଣ୍ଢା ଙ୍କ ମୃତ୍ୟୁ ଘଟିଥିବା ବେଳେ ସରକାରୀ ସହାୟତା ଅପେକ୍ଷାରେ ପରିବାର ବର୍ଗ ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.