ETV Bharat / state

ତାତିଲେ ଚାଷୀ, ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - farmer demonstration

ତାତିଲେ ଗଞ୍ଜାମ ଜିଲ୍ଲା ଚାଷୀ । ସରକାର ଧାନ ନେବା ପାଇଁ ଚାଷୀଙ୍କୁ ଟୋକୋନ ମିଳିଥିଲେ ମଧ୍ୟ ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡ଼ିରହିବା ପ୍ରତିବାଦରେ ଶେଷରେ ଧାନ ବସ୍ତା ରଖି ଘେରିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଅଧିକ ପଢନ୍ତୁ...

ତାତିଲେ ଚାଷୀ, ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Feb 23, 2021, 10:45 AM IST

ବ୍ରହ୍ମପୁର: ତାତିଲେ ଗଞ୍ଜାମ ଜିଲ୍ଲା ଚାଷୀ । ସରକାର ଧାନ ନେବା ପାଇଁ ଚାଷୀଙ୍କୁ ଟୋକୋନ ମିଳିଥିଲେ ମଧ୍ୟ ଦୀର୍ଘ ଦିନ ଧରି ମଣ୍ଡିରେ ଧାନ ପଡ଼ିରହିବା ପ୍ରତିବାଦରେ ଶେଷରେ ଧାନ ବସ୍ତା ରଖି ଘେରିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏଭଳି ପ୍ରତିବାଦରେ ଶହ ଶହ ଚାଷୀ ବିକ୍ଷୋଭରେ ସାମିଲ ହୋଇଥିଲେ । ରଷିକୁଲ୍ୟା ରୟତ ମହାସଭା ଆହ୍ବାନରେ ଚାଷୀମାନେ ଏଭଳି ସାମିଲ ହୋଇଥିବା ବେଳେ ସରକାର ନ୍ୟୁନତମ ସହାୟକ ଦର ପ୍ରଦାନ କରିବାକୁ ଦାବି ହୋଇଛି ।

ତାତିଲେ ଚାଷୀ, ଧାନ ବସ୍ତା ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଚଳିତବର୍ଷ ଜିଲ୍ଲାରେ ଏକ ଲକ୍ଷ ୩୯ ହଜାର ୬୪୦ ଜଣ ଚାଷୀ ଓ ଭାଗ ଚାଷୀ ଧାନ ବିକ୍ରୀ କରିବାକୁ ପଞ୍ଜିକରଣ କରିଛନ୍ତି । କିନ୍ତୁ ଅଦ୍ୟାବଧି ୬୪ ହଜାର ଟୋକନ ପାଇଥିବା ଚାଷୀଙ୍କ ଧାନ କିଣା ଯାଇପାରିନାହିଁ । ସେପଟେ ପ୍ରଶାସନ କେବେ ଧାନ ସଂଗ୍ରହ କରିବ ତାର କୈଣସି ଗ୍ୟାରେଣ୍ଟି ନଥିବାରୁ ପ୍ରତିବାଦରେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାନବସ୍ତା ରଖି ବିକ୍ଷୋଭ କରିଥିଲେ ।

ଦୀର୍ଘ ଦିନ ଧରି ସମବାୟ ସମିତି ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଦୈଡିବା ପରେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରିନଥିବାରୁ ଏବେ ଚିନ୍ତାରେ ଚାଷୀ କୂଳ । ତେବେ ଯଥାଶୀଘ୍ର ଧାନ କିଣା ନଗଲେ ଆନ୍ଦୋଳନ ଆହୁରୀ ବ୍ୟାପକ କରାଯିବ ବୋଲି ଚାଷୀ ଧମକ ଦେଇଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.