ETV Bharat / state

ପ୍ରଶାସନ ବୁଝାଇବାରେ ବିଫଳ, ଜବରଦସ୍ତ ଚାଲିଛି ସ୍ଥାନାନ୍ତରଣ - ଫନି

ଆଉ କିଛି ଘଣ୍ଟା ପରେ ବାତ୍ୟା ଫନି ଉପକୁଳ ଛୁଇଁବାକୁ ଥିବା ବେଳେ ଜିଲ୍ଲାର ସମୁଦ୍ର କୂଳବର୍ତ୍ତୀ ନୁଆଁ ଗୋଳାବନ୍ଧ ଗ୍ରାମବାସୀଙ୍କୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଯୋର ଜବରଦସ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦ ଦାତା ବ୍ରହ୍ମପୁର
author img

By

Published : May 2, 2019, 7:57 PM IST

ବ୍ରହ୍ମପୁର: ଆଉ କିଛି ଘଣ୍ଟା ପରେ ବାତ୍ୟା ଫନି ଉପକୁଳ ଛୁଇଁବାକୁ ଥିବା ବେଳେ ଜିଲ୍ଲାର ସମୁଦ୍ର କୂଳବର୍ତ୍ତୀ ନୁଆ ଗୋଳାବନ୍ଧ ଗ୍ରାମବାସୀଙ୍କୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଯୋର ଜବରଦସ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦ ଦାତା ବ୍ରହ୍ମପୁର

ବାତ୍ୟାର ହାଇଆଲର୍ଚ ସତ୍ତ୍ବେ ଗ୍ରାମବାସୀ ନିଜର ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ନାରାଜ ଅଛନ୍ତି । ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇ ସେମାନଙ୍କୁ ଯୋରଜବରଦସ୍ତ ବସ ଯୋଗେ ସୁରକ୍ଷିତ ସ୍ଥାନକୁ ନେବାକୁ ବାଧ୍ୟ ହୋଇଛନ୍ତି ।

ଗ୍ରାମଟି ଗୋପାଳପୁରର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଫନିର ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ବେଳେ ରାତି ସୁଦ୍ଧା ସମସ୍ତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାକୁ ଯୋଜନା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.