ETV Bharat / state

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ସତ୍ୟଙ୍କ ଦୁର୍ଗା ମୂର୍ତ୍ତି

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ମହାରଣାଙ୍କ ଛୋଟ ଦୁର୍ଗା ମୂର୍ତ୍ତି । ସହରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ବିଶ୍ଵର ଛୋଟ ଦୁର୍ଗା ମୂର୍ତ୍ତି ତିଆରି କରି ଏଭଳି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ..

author img

By

Published : Nov 18, 2020, 3:29 AM IST

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ସତ୍ୟଙ୍କ ଦୁର୍ଗା ମୂର୍ତ୍ତି
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ସତ୍ୟଙ୍କ ଦୁର୍ଗା ମୂର୍ତ୍ତି

ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ମହାରଣାଙ୍କ ଛୋଟ ଦୁର୍ଗା ମୂର୍ତ୍ତି । ସହରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ବିଶ୍ଵର ସବୁଠୁ ଛୋଟ ଦୁର୍ଗା ମୂର୍ତ୍ତି ତିଆରି କରି ଏଭଳି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ଚଳିତବର୍ଷ ଦଶହରା ସମୟରେ କାଠ, ପଥର, ଚକରେ ମା' ଦୁର୍ଗାଙ୍କ ବିଶ୍ଵର ଛୋଟ ଦୁର୍ଗା ମୂର୍ତ୍ତି ତିଆରି କରିଥିଲେ ସତ୍ୟ ।

କାଠ ମୂର୍ତ୍ତିର ଉଚ୍ଚତା ୧.୩ ସେଣ୍ଟିମିଟର ରହିଥିବା ବେଳେ ପଥର ମୂର୍ତ୍ତିର ଉଚ୍ଚତା ୧.୩ ସେଣ୍ଟିମିଟର , ଚକ୍ ମୂର୍ତ୍ତିର ଉଚ୍ଚତା ୧ ସେଣ୍ଟିମିଟର ରହିଛି । ତେବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର କର୍ତ୍ତୁପକ୍ଷ ଓ ବିଚାରକ ମଣ୍ଡଳୀ ଯାଞ୍ଚ କରିବା ପରେ ସତ୍ୟଙ୍କୁ ଇମେଲ୍ ମାଧ୍ୟମରେ ଏଭଳି ବାର୍ତ୍ତା ପ୍ରଦାନ କରିଛନ୍ତି ।

ପୂର୍ବରୁ ସତ୍ୟ ଅନେକ ବିଶ୍ଵର କ୍ଷୁଦ୍ର ମୂର୍ତ୍ତି ପ୍ରସ୍ତୁତ କରି ଇତି ମଧ୍ୟରେ ଅନେକ ବିଶ୍ଵ ରେକର୍ଡର ଅଧିକାରୀ ହୋଇଛନ୍ତି । ସତ୍ୟଙ୍କ ନିଜ ଗ୍ରାମ ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ଏହି ଖବର ଜଣାପଡିବା ପରେ ସମସ୍ତେ ଖୁସି ବ୍ୟକ୍ତ କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.