ETV Bharat / state

କୃଷ୍ଣସାର ମୃଗକୁ ଝୁଣି ଖାଇଲେ କୁକୁର - କୃଷ୍ଣସାର ମୃଗ

ଖାଦ୍ୟ ଅନ୍ବେଷଣରେ ଆସିଥିବା କୃଷ୍ଣସାର ମୃଗକୁ ଝୁଣି ଖାଇଲେ କୁକୁର । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧୀନରେ।

ଫଟୋ ସୌଜନ୍ୟ: ପ୍ରତିନିଧି,ଭଞ୍ଜନଗର
author img

By

Published : Aug 18, 2019, 4:48 AM IST

ଭଞ୍ଜନଗର: ଗଞ୍ଜାମର ଗୌରବ କୁହାଯାଉଥିବା କୃଷ୍ଣସାର ମୃଗ ଜୀବନ ପ୍ରତି ବିପଦ ଦେଖାଦେଇଛି । ଖାଦ୍ୟ ଅନ୍ବେଷଣରେ ମୃଗଟି ଆସିଥିବାବେଳେ ଦୁଇଟି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ମାରିଦେଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଭଞ୍ଜନଗର

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧୀନରେଥିବା ଗୋଳାମୁଣ୍ଡୁଳା ଚାଷ ଜମିରେ ଦୁଇଟି କୁକୁର କୃଷ୍ଣସାରମୃଗକୁ କାମୁଡୁଥିବାର ଲୋକେ ଦେଖିଥିଲେ । କୁକୁରକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ବି ମୃଗକୁ ବଞ୍ଚାଇ ପାରିନଥିଲେ। ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ର ଗୌରବ କୁହାଯାଉଥିବା କୃଷ୍ଣସାର ମୃଗ ଜୀବନ ପ୍ରତି ବିପଦ ଦେଖାଦେଇଛି ଖାଦ୍ୟ ଅନ୍ୱେଷଣରେ ମୃଗ ଟି ଆସିଥିବାବେଳେ ଦୁଇଟି କୁକୁର ଗୋଡ଼ାଇ ଗୋଡ଼ାଇ କାମୁଡି ମାରିଦେଇଥିବା ଦେଖିବାକୁ ମିଳିଛି Body:ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧୀନରେଥିବା ଗୋଳାମୁଣ୍ଡୁଳା ଚାଷ ଜମିରେ ଦୁଇଟି କୁକୁର କୃଷ୍ଣସାରମୃଗ କୁ କାମୁଡୁ ଥିଲେ ଚାଷ ଜମିରେ କାମ କରୁଥିବା ଲୋକମାନେ ଦେଖି ଘଉଡାଇବାକୁ ଯାଇଥିଲେ ସେତେବେଳେକୁ ମୃଗ ଟି ତଳେ ଛଟ ପଟ ହେଉଥିଲା ସଙ୍ଗେ ସଙ୍ଗେ ବନବିଭାଗକୁ ଲୋକମାନେ ଖବର ଦେଇଥିଲେ କିଛି ସମୟ ପରେ ମୃଗ ଟି ମୃତ୍ୟୁ ବରଣ କରିଥିଲା
ବାଇଟ -ସନ୍ୟାସୀ ସାହୁ (ଚାଷୀ )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.