ETV Bharat / state

ଚଳିତ ବଜେଟରେ ଆଗକୁ ବଢିବେ ସ୍ବୟଂ ସହାୟକ ଗୋଷ୍ଠୀ - ବ୍ରହ୍ମପୁର

ଚଳିତ ବଜେଟରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ମୁଦ୍ରା ଯୋଜନାରେ ଋଣ ଯୋଗାଇ ଦିଆଯିବ । ଏହାକୁ ନେଇ ବ୍ରହ୍ମପୁର ମହିଳା ସଂଘ ସଦସ୍ୟଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jul 5, 2019, 6:04 PM IST

ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ପକ୍ଷରୁ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ମୁଦ୍ରା ଯୋଜନାରେ 1 ଲକ୍ଷ ଟଙ୍କାର ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏହି ପରିପ୍ରେକ୍ଷୀରେ ଆମ ସମ୍ବାଦଦାତା ବ୍ରହ୍ମପୁରର ମହିଳା ସଂଘର ସଦସ୍ୟ ମାନଙ୍କୁ ଭେଟିଛନ୍ତି । ଦେଖନ୍ତୁ ସେମାନେ କଣ କହୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

dfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.