ETV Bharat / state

କେନ୍ଦ୍ରକୁ ଟାର୍ଗେଟ କରି ସିପିଆଇ(ଏମ୍‌)ର ବିକ୍ଷୋଭ ପ୍ରଦର୍ଶନ - latest news on berhampur

ଦେଶରେ ଆର୍ଥିକ ସଙ୍କଟ ଅବସ୍ଥା । ଏନେଇ କେନ୍ଦ୍ର ସରକାରଙ୍କ ଖାମଖିଆଲ ନୀତିକୁ ବିରୋଧ କରି ସିପିଆଇ(ଏମ୍) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଏହି ଅବସରରେ କେନ୍ଦ୍ର ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବେକାରୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

cpim
author img

By

Published : Oct 18, 2019, 9:15 PM IST

ବ୍ରହ୍ମପୁର: ଦେଶରେ ଦେଖା ଦେଇଛି ଚରମ ଆର୍ଥିକ ସଙ୍କଟ ଅବସ୍ଥା । ତେବେ ଏନେଇ କେନ୍ଦ୍ର ସରକାରଙ୍କ ଖାମଖିଆଲ ନୀତିକୁ ବିରୋଧ କରି ବ୍ରହ୍ମପୁର ଠାରେ ସିପିଆଇ(ଏମ୍) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିସହ ସିପିଆଇ(ଏମ୍) ବିଭିନ୍ନ ଦାବିକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ(ଏମ୍‌)ର ବିକ୍ଷୋଭ ପ୍ରଦର୍ଶନ

ସ୍ଥାନୀୟ କୋର୍ଟପେଟା ଛକ ଠାରେ ଏହି ଅବସରରେ ଆୟୋଜିତ ବିକ୍ଷୋଭରେ ଦଳର ରାଜ୍ୟ ସାଧାରଣ ସମ୍ପାପାଦକଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଦେଖାଦେଉଥିବା ଆର୍ଥିକ ସଙ୍କଟ ଏବଂ ଦେଶରେ ବେକାରୀ ସମସ୍ୟା ବୃଦ୍ଧିକୁ ନେଇ ତୁରନ୍ତ ଦୃଷ୍ଟି ଦିଆନଗଲେ ଦେଶର ସାଧାରଣ ଜନତା ଆହୁରି ଅନେକ ସମସ୍ୟାର ସମ୍ମୁଖିନ ହେବେ ବୋଲି କହିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବେକାରୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି । ମାସିକ ମଜୁରୀ ହାର ୧୮ହଜାର ଟଙ୍କା କରିବା ଭଳି ବିଭିନ୍ନ ଦାବିକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେହିପରି ଏହି ଅବସରରେ ସହରର ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କିତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ତେବେ ସମସ୍ୟା ପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛି ସିପିଆଇ(ଏମ୍) ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଦେଶରେ ଦେଖାଦେଇଥିବା ଚରମ ଆର୍ଥିକ ସଙ୍କଟ ଅବସ୍ଥା ଏବଂ ଏଥିପ୍ରତି କେନ୍ଦ୍ର ସରକାରଙ୍କ ଖାମଖିଆଲ ନୀତି କୁ ବିରୋଦ୍ଧ କରି ବ୍ରହ୍ମପୁର ଠାରେ ସିପିଆଇ ଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସ୍ଥାନୀୟ କୋର୍ଟପେଟା ଛକ ଠାରେ ଏହି ଅବସରରେ ଆୟୋଜିତ ବିକ୍ଷୋଭ ରେ ଦଳର ରାଜ୍ୟ ସାଧାରଣ ସ°ପାଦକ ଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଏଭଳି ସ୍ଥିତି ଯୋଗୁଁ ଦେଖାଦେଉଥିବା ଅସ୍ଥିରତା ଏବଂ ଦେଶରେ ବେକାରୀ ସମସ୍ୟା ବୃଦ୍ଧି କୁ ନେଇ ତୁରନ୍ତ ଦୃଷ୍ଟି ଦିଆନଗଲେ ଦେଶର ସାଧାରଣ ଜନତା ଆହୁରି ଅନେକ ସମସ୍ୟା ର ସମୁଖିନ ହେବେ ବୋଲି କୁହାଯାଇଛି।ଏହି ଅବସରରେ କେନ୍ଦ୍ର ସରକାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବେକାରୀ ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବାକୁ ଦାବୀ କରିବା ସହ ମାସିକ ମଜୁରୀ ହାର ୧୮ହଜାର ଟଙ୍କା କରିବା ଭଳି ବିଭିନ୍ନ ଦାବୀ କୁ ନେଇ ଉପଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ନିକଟକୁ ପ୍ରଦାନ କରାଯାଇଛି।ସେହିପରି ଏହି ଅବସରରେ ସହରର ରହିଥିବା ବିଭିନ୍ନ ସମସ୍ୟା ସ°ପର୍କୀତ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବା ସମସ୍ୟା ପ୍ରତି ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।

Body:ବାଇଟ୍-ଯୁଧିଷ୍ଠିର ବେହେରା(କର୍ମକର୍ତ୍ତା, ସିପିଆଇ ଏମ୍) ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.