ETV Bharat / state

ବିଜେପିର ସାମ୍ବାଦିକ ସମ୍ମିଳନୀକୁ କଂଗ୍ରେସର ବିରୋଧ

author img

By

Published : Dec 5, 2020, 5:23 PM IST

ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀକୁ କଂଗ୍ରେସର ବିରୋଧ । ପ୍ରଦୀପ ପାଣିଗ୍ରାହୀଙ୍କ ଚକ୍ରାନ୍ତ ବୋଲି ଅଭିଯୋଗ କଲା ବିଜେପି । ପନ୍ତନ୍ତୁ ଅଧିକ....

ବିଜେପିର ସମ୍ବାଦିକ ସମ୍ମିଳନୀକୁ କଂଗ୍ରେସର ବିରୋଧ

ବ୍ରହ୍ମପୁର: ଜିଲ୍ଲା ବିଜେପି ପକ୍ଷରୁ ଗୋପାଳପୁର ବିଧାୟକଙ୍କ ବହିଷ୍କାରକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ସହରର ଏକ ହୋଟେଲରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଶେଷ ହେବା ସମୟରେ କଂଗ୍ରେସ ପତକା ଧରି ଆସିଥିବା କେତେକ ହାତଗଣତି ବ୍ୟକ୍ତି ହୋଟେଲ ସମୁଖରେ ବିଜେପି ଗୋ ବ୍ୟାକ୍ ନାରା ଦେଇଥିଲେ । କିଛି ସମୟ ପରେ ଉକ୍ତ ବ୍ୟକ୍ତି ମାନେ ହୋଟେଲ ମଧ୍ୟକୁ ପ୍ରବେଶ କରି ହୋ ହାଲ୍ଲା କରିବାରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବିଜେପିର ସାମ୍ବାଦିକ ସମ୍ମିଳନୀକୁ କଂଗ୍ରେସର ବିରୋଧ

କଂଗ୍ରେସ କର୍ମୀଙ୍କ ଏପରି କାର୍ଯ୍ୟ ଦେଖି ଜିଲ୍ଲା ବିଜେପି ସଭାପତି ଏହା ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଚକ୍ରାନ୍ତ ବୋଲି କହିଛନ୍ତି । ଏପରିକି ଗଣମାଧ୍ୟମକୁ ମଧ୍ୟ ଏହି ସମୟରେ ଦୁଇ ପକ୍ଷ ନିଜର ମତାମତ ରଖିଛନ୍ତି । କିଭଳି ରହିଥିଲା ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.