ETV Bharat / state

ମେଡିକାଲ ପରିଦର୍ଶନରେ ଯାଇ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ଜିଲ୍ଲାପାଳ - medical

ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ମେଡିକାଲ ଗସ୍ତ । ପଚାରି ବୁଝିଲେ ରୋଗୀଙ୍କ ଅବସ୍ଥା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jul 15, 2019, 10:41 PM IST

ଗଞ୍ଜାମ: ସୋମବାର ଭଞ୍ଜନଗର ମେଡିକାଲକୁ ଅଚାନକ ଗସ୍ତ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ । ରୋଗୀ ସେବା ଠାରୁ ଆରମ୍ଭ କରି ମେଡିକାଲର ସମସ୍ତ ବିଭାଗ ବୁଲି ଦେଖିଥିଲେ । ଏହାସହ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ ତା ସହିତ ମେଡିକାଲକୁ ପରିଷ୍କାର ପରିଛନ୍ନ ରଖିବାକୁ କହିଥିଲେ ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଏହାସହ ମେଡିକାଲରେ ଥିବା ସବୁ ମେସିନ କମକରୁଛି କି ନାହିଁ ନିରାମୟ ଯୋଜନାରେ ରୋଗୀଙ୍କୁ ମେଡ଼ିସିନ ଦିଆଯାଉଛି କି ନାହିଁ ଏହିପରି ସବୁ ବିଭାଗକୁ ବୁଲି ଦେଖି ସାରିବାପରେ ମେଡିକାଲରେ ଆଉ କେଉଁ ଅସୁବିଧା ରହିଛି ଏନେଇ ଡ଼ା ପ୍ରଫୁଲ ଗୌଡ଼ଙ୍କୁ ପଚାରି ବୁଝିଥିଲେ ।

ତେବେ ମେଡିକାଲରେ ଆବଶ୍ୟକୀୟ ଡାକ୍ତରଙ୍କର ଅଭାବ ରହିଛି । ଯାହାଦ୍ବାରା ସର୍ଜରି, ମେଡ଼ିସିନ, ଅର୍ଥୋପେଡିକ, ଚକ୍ଷୁ ରୋଗୀ ରୋଗୀଙ୍କ ଚିକିତ୍ସା ଏଠାରେ ହୋଇପାରୁନଥିବା କହିଛନ୍ତି ଡ଼ ପ୍ରଫୁଲ ଗୌଡ଼ । ଏହାସହ ଡାକ୍ତର ପଦବୀ ପୂରଣ ପାଇଁ ଅନୁରୋଧ କରିବା ସହ ମେଡିକାଲରେ ଦୁଇଟି ଗେଟ ଥିବାରୁ ଅବାଧରେ ଭାରିଯାନ ଏହା ଭିତରଦେଇ ଯିବାଆସିବା କରୁଛି ଓ ବେଳେବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି ତେଣୁ ଗୋଟିଏ ଗେଟ ବନ୍ଦ କରିବାକୁ କହିଥିଲେ ଡାକ୍ତର ।

ଭଞ୍ଜନଗରରୁ ରଂଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ଭଞ୍ଜନଗର ଚିକିତ୍ସାଳୟକୁ ଅଚାନକ ଜିଲ୍ଲାପାଳ ବିଜୟମବୃତ କୁଲାଙ୍ଗେ ଗସ୍ତକରିଥିଲେ ରୋଗୀ ସେବା ଠାରୁ ଆରମ୍ଭକରି ମେଡିକାଲ ର ସମସ୍ତ ବିଭାଗ ବୁଲି ଦେଖିଥିଲେ ରୋଗୀ ମାନକୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ଡାକ୍ତର ଙ୍କୁ ପରାମର୍ସ ଦେଇଥିଲେ ତାସହିତ ମେଡିକାଲକୁ ପରିଷ୍କାର ପରିଛର୍ଣ୍ଣ ରଖିବାକୁ କହିଥିଲେ ମେଡିକାଲରେ ଥିବା ଅଲ୍ଟ୍ରାସାଉଣ୍ଡ ମେସିନ କମକରୁଛିକି ନାହିଁ ନିରାମୟ ଯୋଜନାରେ ରୋଗୀଙ୍କୁ ମେଡ଼ିସିନ ଦିଆଯାଉଛିକିନାହିଁ ଏହିପରି ସବୁ ବିଭାଗକୁ ବୁଲିଦେଖିସାରିବାପରେ ଡ଼ ପ୍ରଫୁଲ ଗୌଡ଼ ଙ୍କୁ ପଚାରି ବୁଝିଥିଲେ ଆଉ ମେଡିକାଲ ର କଣ ସମସ୍ୟା ରହିଛି ଡ଼ ପ୍ରଫୁଲ ଗୌଡ଼ କହିଥିଲେ ଡାକ୍ତର ଅଭାବ ରହିଛି ସର୍ଜରି,ମେଡ଼ିସିନ,ଅର୍ଥପେଡି,ଚକ୍ଷୁ ଓ ନିଶା ଭଳି ଗୁରୁତ୍ୱ ପୂର୍ଣ୍ଣ ଡାକ୍ତର ଏଠାରେ ନାହାନ୍ତି ଯଦ୍ବାରା ବହୁ ରୋଗୀଙ୍କ ଚିକିତ୍ସା ଏଠାରେ ହୋଇପାରୁନାହିଁ ତେଣୁ ଡାକ୍ତର ପଦବୀ ପୂରଣ ପାଇଁ ଅନୁରୋଧ କରିଥିଲେ ଅନ୍ୟ ପଟେ ମେଡିକାଲ ରେ ଦୁଇଟି ଗେଟ ଥିବାରୁ ଅବାଧରେ ଭାରିଯାନ ଏଭିତରଦେଇ ଯିବାଆସିବା କରୁଛି ବେଳେବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି ତେଣୁ ଗୋଟିଏ ଗେଟ ବନ୍ଦ କରିବାକୁ କହିଥିବାବେଳେ ଅନ୍ୟ ଗେଟ ଟି ଆବଶ୍ୟକ ପଡ଼ିଲେ ଖୋଲିବାକୁ ଜିଲ୍ଲାପାଳ କହିଛନ୍ତି

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.