ETV Bharat / state

ଛତ୍ରପୁରରେ ତେଜୁଛି ବିଜେଡି ପ୍ରଚାର - chatrapur

ବ୍ରହ୍ମପୁର ସଦର ମହକୁମା ଛତ୍ରପୁର ଠାରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ତଥା ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷ ସୁବାସ ଚନ୍ଦ୍ର ବେହେରା ନିଜର ସମର୍ଥକଙ୍କ ସହ ଆରମ୍ଭ କରିଛନ୍ତି ପ୍ରଚାର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Mar 29, 2019, 3:23 PM IST

ବ୍ରହ୍ମପୁର:ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ବିଜେଡିର ଜୋରଦାର ପ୍ରଚାର। ବ୍ରହ୍ମପୁର ସଦର ମହକୁମା ଛତ୍ରପୁର ଠାରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ତଥା ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷ ସୁବାସ ଚନ୍ଦ୍ର ବେହେରା ନିଜର ସମର୍ଥକଙ୍କ ସହ ଆରମ୍ଭ କରିଛନ୍ତି ପ୍ରଚାର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସରକାରୀ ନିୟମ ଅନୁଯାୟୀ ୨୯ ତାରିଖରୁ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଆରମ୍ଭ କରିବାକୁ କୁହାଯାଇଛି। ତେବେ ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଛତ୍ରପୁରରେ ନବୀନ ପଟ୍ଟନାୟକ ବିକାଶ କରିଥିବା ବେଳେ ବିକାଶ ଧାରା ନେଇ ଭୋଟରଙ୍କ ପାଖକୁ ଯାଇ ତାଙ୍କୁ ସଚେତନ କରିବେ ବୋଲି କହିଛନ୍ତି ସୁବାସ ବେହେରା। ଏବଂ ଛତ୍ରପୁରରେ ନିଜର ବିଜୟ ହେବା ନେଇ ଦୃଢୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି।

ଛତ୍ରପୁରରେ ସାମାଜିକ ସୁରକ୍ଷା, ବଡ ପ୍ରକଳ୍ପର ଶୁଭାରମ୍ଭ, ଉନ୍ନତି ମୂଳକ କାର୍ଯ୍ୟ ଗତ 5 ବର୍ଷରେ କରାଯାଇଛି। ତେଣୁ ଆଗକୁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ ରହିବା କଥା କହିଛନ୍ତି ସୁବାସ ଚନ୍ଦ୍ର ବେହେରା।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

ggjh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.