ETV Bharat / state

ଗଞ୍ଜାମରେ 78 ପ୍ରତିଶତ ଆରୋଗ୍ୟ ହାର, ହ୍ରାସ ପାଇଛି ସକ୍ରିୟ ସଂଖ୍ୟା - berhampur news

ଗଞ୍ଜାମରେ କରୋନା ସ୍ଥିତି ନେଇ ଜିଲ୍ଲାପାଳ ବିଜୟ କୁଲାଙ୍ଗେଙ୍କ ସାମ୍ବାଦିକ ସମ୍ମିଳନୀ । ଏଅବସରରେ ସେ କହିଛନ୍ତି ଯେ, ଜିଲ୍ଲାରେ କୋରୋନା ଆରୋଗ୍ୟ ହାର 78 ପ୍ରତିଶତକୁ ବୃଦ୍ଧି ପାଇଛି ।

berhampur covid-19 update
ଗଞ୍ଜାମରେ 78 ପ୍ରତିଶତ ଆରୋଗ୍ୟ ହାର
author img

By

Published : Aug 8, 2020, 5:21 PM IST

ବ୍ରହ୍ମପୁର: ଗଞ୍ଜାମରେ କରୋନା ସ୍ଥିତି ନେଇ ଜିଲ୍ଲାପାଳ ବିଜୟ କୁଲାଙ୍ଗେଙ୍କ ସାମ୍ବାଦିକ ସମ୍ମିଳନୀ । ଏ ଅବସରରେ ସେ କହିଛନ୍ତି ଯେ, ଜିଲ୍ଲାରେ କୋରୋନା ଆରୋଗ୍ୟ ହାର 78 ପ୍ରତିଶତକୁ ବୃଦ୍ଧି ପାଇଛି । 3 ଦିନ ତଳେ ଜିଲ୍ଲାରେ ସକ୍ରିୟ ମାମଲା ୩ ହଜାର 700 ଥିଲା ବେଳେ ବର୍ତ୍ତମାନ ଜିଲ୍ଲାରେ ଏହାର ସଂଖ୍ୟା 2 ହଜାର ପାଖପାଖି ରହିଛି । ସୁସ୍ଥ ହେଉଥିବା ଲୋକଙ୍କ ପାଖରେ କୋରୋନା ଲକ୍ଷଣ ଦେଖାଯାଉନାହିଁ ।

ଏହାସହ ଜିଲ୍ଲାରେ କୋରୋନା କଟକଣାରେ ସାମାନ୍ୟ ଆଶ୍ବସ୍ତି ଦିଆଯାଇଛି । ଏହାସହ କୋରୋନା ନିୟମ ପାଳନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜରୁରୀ କାମ ନଥିଲେ ବାହାରକୁ ନଯିବାକୁ କୁହାଯାଇଛି । ସ୍ବତନ୍ତ୍ର ଓପିଡି ବ୍ୟବସ୍ଥା କରାଯାଇଛି । ଏହାସହ କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରତି ବିଡିଓଙ୍କୁ 3 ଲକ୍ଷ ଲେଖାଏଁ ଦିଆଯାଇଛି । ସେହି ଅର୍ଥରେ ଗ୍ଲୋଭ୍ସ, ମାସ୍କ ଆଦି ଯୋଗାଇଦିଆଯିବ ।

ଗଞ୍ଜାମରେ 78 ପ୍ରତିଶତ ଆରୋଗ୍ୟ ହାର

ଅଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ୍ କରାଯାଉଛି । ଏହାସହ ଔଷଧର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷେ ସ୍ବାଧିନତା ଦିବସରେ ମଧ୍ୟ କୋଭିଡ ଗାଇଡଲାଇନ ପାଳନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବ୍ରହ୍ମପୁର ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.