ETV Bharat / state

ବ୍ରହ୍ମପୁରରେ ବୋମଲା କୋଲୁବୁ ପୂଜା - କଣ୍ଡେଇ

ଶାରଦୀୟ ଦୁର୍ଗା ପୂଜା ସମୟରେ ବ୍ରହ୍ମପୁରରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ବୋମଲା କୋଲୁବୁ ପୂଜା କରିଥାନ୍ତି । ଏହି ପୂଜା ସମୟରେ ବିଭିନ୍ନ ପ୍ରକାରର କଣ୍ଢେଇ ନେଇ ପୂଜା କରାଯାଏ। ଅଧିକ ପଢନ୍ତୁ..........

ବୋମଲା କୋଲୁବୁ ପୂଜା
author img

By

Published : Oct 5, 2019, 11:10 PM IST

Updated : Oct 6, 2019, 7:50 AM IST

ବ୍ରହ୍ମପୁର: ଶାରଦୀୟ ଦୁର୍ଗା ପୂଜାକୁ ନେଇ ପୁରଠୁ ପଲ୍ଲୀ ସବୁ ଉତ୍ସବ ମୁଖର । ପୂଜା ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ଦେବୀ ପୀଠରେ ପୂଜା ପାଉଛନ୍ତି ମା’ ଦୁର୍ଗା । ମାଆଙ୍କୁ ଦର୍ଶନ କରିବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଛି ।

ବ୍ରହ୍ମପୁରରେ ବୋମଲା କୋଲୁବୁ ପୂଜା

ନବରାତ୍ରର ତୃତୀୟ ଦିବସରୁ ଦଶହରା ପର୍ଯ୍ୟନ୍ତ ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଥାଏ ବୋମଲା କୋଲୁବୁ ପୂଜା । ବ୍ରହ୍ମପୁର ସହରରେ ରହୁଥିବା ତେଲୁଗୁ ଭାଷାଭାଷୀ ଅଞ୍ଚଳ ବାସିନ୍ଦା ଏହି ପୂଜାକୁ ବର୍ଷ ବର୍ଷ ଧରି ପାରମ୍ପରିକ ରୀତିନୀତିରେ ଆୟୋଜନ କରି ଆସୁଛନ୍ତି । ମୁଖ୍ୟତଃ ବ୍ରହ୍ମପୁର ସହରରେ ବହୁ ମାତ୍ରାରେ ତେଲୁଗୁ ପରମ୍ପରା ଜଡିତ ରହିଥିବାରୁ ଏହି ପୂଜାକୁ ଅନେକ ଭକ୍ତିର ସହ ସମ୍ପାଦନ କରିଥାନ୍ତି । ଏହି ପୂଜାରେ ବହୁ ମାତ୍ରାରେ କଣ୍ଢେଇକୁ ରଖାଯାଇ ମା’ ଦୁର୍ଗାଙ୍କୁ ଆବାହନ କରାଯିବା ସହ ମାଆଙ୍କ ସହ ବିଭିନ୍ନ ଦେବଦେବୀଙ୍କୁ ପୂଜା କରାଯାଇଥାଏ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ସାରଦୀୟ ପୁଜାକୁ ନେଇ ପୁରଠୁ ପଲ୍ଲୀ ସବୁଠି ଉତ୍ସବ ମୁଖର । ପୁଜା ମଣ୍ଡପ ଠାରୁ ଆରମ୍ଭ କରି ବିଭିନ୍ନ ଦେବୀ ପୀଠରେ ପୁଜା ପାଉଛନ୍ତି ମାଆ ଦୁର୍ଗେ ଦୁର୍ଗତୀ ନାଶିନୀ । ମାଆ ଙ୍କୁ ଦର୍ଶନ କରିବାକୁ ବିଭିନ୍ନ ସ୍ଥାନରେ ଭିଡ ଜମୁଛି । ଏଭଳି ସମୟରେ ମୁଖ୍ୟତଃ ନବରାତ୍ରର ତୃତୀୟ ଦିବସରୁ ଦଶହରା ପର୍ଯ୍ୟନ୍ତ ରେଶମ ସହର ବ୍ରହ୍ମପୁର ରେ ଆୟୋଜିତ ହୋଇଥାଏ ବୋମଲା କୋଲୁବୁ ପୁଜା । ବ୍ରହ୍ମପୁର ସହରରେ ରହୁଥିବା ତେଲୁଗୁ ଭାଷାଭାଷି ଅଞ୍ଚଳ ବାସିନ୍ଦା ଙ୍କ ପକ୍ଷରୁ ଏହି ପୁଜାକୁ ବର୍ଷ ବର୍ଷ ଧରି ପାରମ୍ପାରିକ ରୀତିନୀତି ରେ ଆୟୋଜିତ କରି ଆସୁଥିବା ଦେଖାଯାଇଛି । ମୁଖ୍ୟତଃ ବ୍ରହ୍ମପୁର ସହରରେ ବହୁ ମାତ୍ରାରେ ତେଲୁଗୁ ପରମ୍ପରା ଜଡିତ ରହିଥିବାରୁ ଏହି ପୁଜା କୁ ଅନେକ ଭକ୍ତିର ସହ ସମ୍ପାଦନ କରିଥାନ୍ତି । ଏହି ପୁଜାରେ ବହୁ ମାତ୍ରାରେ କଣ୍ଢେଇ କୁ ରଖାଯାଇ ମାଆ ଦୁର୍ଗାଙ୍କୁ ଆବାହନ କରାଯିବା ସହ ମାଆ ଙ୍କ ସହ ବିଭିନ୍ନ ଦେବଦେବୀ ଙ୍କୁ ପୁଜା କରାଯାଇଥାଏ । କିଭଳି ରହିଥାଏ ଏହି ସ୍ୱତନ୍ତ୍ର ପୁଜା ସେ ନେଇ ଆଲୋଚନା କରିଛନ୍ତି ଆମ ସମ୍ୱାଦଦାତା...
Body:WALK THROUGH
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ....Conclusion:
Last Updated : Oct 6, 2019, 7:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.