ETV Bharat / state

ଗଞ୍ଜାମରୁ ପୁଣି 20 ବସ୍ତା ଗଞ୍ଜେଇ ଜବତ - badagada-fores

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗାଙ୍ଗପୁର ଛକରେ ବଡଗଡ ବନବିଭାଗ 20 ବସ୍ତା ଗଞ୍ଜେଇ ଜବତ କରିଛି । ଏହାର ମୂଲ୍ୟ 3 ଲକ୍ଷ 60 ହଜାର ହେବ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭଞ୍ଜନଗର
author img

By

Published : Oct 3, 2019, 5:57 PM IST

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗାଙ୍ଗପୁରରୁ 20 ବସ୍ତା ଗଞ୍ଜେଇ ଜବତ କରିଛି ବଡ଼ଗଡ଼ ବନବିଭାଗ । ବର୍ତ୍ତମାନ ପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭଞ୍ଜନଗର

ଗୋଟିଏ ଧଳା ଅଟୋରେ ଗଞ୍ଜେଇ ଲୋଡ଼ହୋଇ ଗାଙ୍ଗପୁର ଛକ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିଲା । ସନ୍ଦେହରେ ବଡ଼ଗଡ଼ ବନବିଭାଗର କର୍ମଚାରୀ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ 20 ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଅଟୋ ନିକଟରେ ଡ୍ରାଇଭର ନ ଥିବାବେଳେ ଅଟୋକୁ ଜବତ କରି ସୋରଡ଼ା ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି । ସମୁଦାୟ ଗଞ୍ଜେଇର ଓଜନ 600 କେଜି ଓ ଏହାର ଆନୁମାନିକ ମୂଲ୍ୟ 3 ଲକ୍ଷ 60 ହଜାର ହେବବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି । ଅବକାରୀ ବିଭାଗ ଆଜି କୋର୍ଟରେ ଜିମାଦେବେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗାଙ୍ଗପୁର ଠାରୁ 20 ବସ୍ତା ଗଂଜେଇ ଜବତକଲା ବଡ଼ଗଡ଼ ବନବିଭାଗ ଗୋଟିଏ ଧଳା ଅଟୋରେ ଗଂଜେଇ ଲୋଡ଼ହୋଇ ଗାଙ୍ଗପୁର ଛାକର ରାସ୍ତା ପାଶ୍ୱରେ ଠିଆ ହୋଇଥିବାବେଳେ ସନ୍ଦେହରେ ବନବିଭାଗର କର୍ମଚାରୀ ମାନେ ତନଖିଥିଲେ ଦେଖିଲା ବେଳକୁ ଗଂଜେଇ ବସ୍ତା ରହିଛି ଅଟୋ ନିକଟରେ ଡ୍ରାଇଭର ନାଥିବାବେଳେ ଅଟୋକୁ ଜବତ କରି ସୋରଡ଼ା ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି ସମୁଦାୟ ଗଂଜେଇ ର ଓଜନ 600 କେଜି ହୋଇଥିବାବେଳେ ଆନୁମାନିକ ମୂଲ୍ୟ 3 ଲକ୍ଷ 60 ହଜାର ହେବବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଏହି ଘଟଣାରେ କେହି ଗିରଫ ହୋଇନଥିବାବେଳେ ଅବକାରୀ ବିଭାଗ ଆଜି କୋର୍ଟରେ ଜିମାଦେବେ Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.