ETV Bharat / state

ବଳି ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ, 3 ଗିରଫ

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚଷାପିତ୍ତଳ ଗାଁରେ ବାର ବର୍ଷର ନାବାଳିକାକୁ ଅପହରଣ ଉଦ୍ୟମ ବିଫଳ ହୋଇଛି । ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢନ୍ତୁ...

ବଳି ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ, 3 ଗିରଫ
ବଳି ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ, 3 ଗିରଫ
author img

By

Published : Sep 6, 2020, 10:53 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚଷାପିତ୍ତଳ ଗାଁରେ ବାର ବର୍ଷର ନାବାଳିକାକୁ ଅପହରଣ ଉଦ୍ୟମ ବିଫଳ ହୋଇଛି । ପରିବାର ଲୋକେ ଥାନାରେ ଅଭିଯୋଗ କରିବାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ବଳି ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ, 3 ଗିରଫ
ବଳି ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ, 3 ଗିରଫ

ବଳି ପକାଇବା ଉଦ୍ଦେଶ୍ୟରେ ଚଷାପିତ୍ତଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ତିରିଶି ହଜାର ଟଙ୍କାରେ କିଣି ନେବାକୁ ଅଭିଯୁକ୍ତମାନେ କହିଥିଲେ । କିନ୍ତୁ ଏଥିରେ ପରିବାର ରାଜି ନ ହେବାରୁ ଅଭିଯୁକ୍ତମାନେ ନାବାଳିକାକୁ ଅପହରଣ ଉଦ୍ୟମ କରିଥିଲେ । ପରିବାର ଲୋକେ ଆସିକା ଥାନାରେ ଏତଲା ଦେବାପରେ ଆସିକା ପୋଲିସ ଦ୍ଵାରା ତିନି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଖଣ୍ଡା ଓ ବାଇକ ଜବତ କରାଯାଇଛି ।

ବଳି ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ, 3 ଗିରଫ
ବଳି ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ, 3 ଗିରଫ

ତେବେ ଘଟଣାରେ ତାନ୍ତ୍ରିକ ସମେତ ଅନ୍ୟ ପାଞ୍ଚ ଜଣକୁ ପୋଲିସ ଖୋଜୁଛି । ରବିବାର ଗିରଫ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅ।ସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.