ETV Bharat / state

ଦଣ୍ଡ ନୃତ୍ୟ ପାଇଁ ମିଳୁନି ଅନୁମତି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କଳାକାର - ଦଣ୍ଡ ନାଚ

ଦଣ୍ଡନୃତ୍ୟ ପାଇଁ ଅନୁମତି ଦେବାକୁ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କଳାକାରଙ୍କ ସହ ବିଭିନ୍ନ ସଙ୍ଗଠନ। ଦୁଇ ହଜାର ଲୋକଙ୍କୁ କୋଭିଡ କଟକଣା ମଧ୍ୟରେ ଅନୁମତି ପ୍ରଦାନ କରିଥିବା ବେଳେ ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଳାକାରମାନଙ୍କ ଦାବିକୁ ଗୁରୁତ୍ବ ଦେବାକୁ ଦାବି କରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି କଳାକାର ।

ଦଣ୍ଡ ନୃତ୍ୟ ପାଇଁ ମିଳୁନି ଅନୁମତି;  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କଳାକାର

author img

By

Published : Mar 5, 2021, 7:48 AM IST

ଗଞ୍ଜାମ: ଦଣ୍ଡନୃତ୍ୟ ପାଇଁ ଅନୁମତି ଦେବାକୁ ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ କଳାକାରଙ୍କ ସହ ବିଭିନ୍ନ ସଙ୍ଗଠନ। ଦୁଇ ହଜାର ଲୋକଙ୍କୁ କୋଭିଡ କଟକଣା ମଧ୍ୟରେ ଅନୁମତି ପ୍ରଦାନ କରିଥିବା ବେଳେ ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଳାକାରମାନଙ୍କ ଦାବିକୁ ଗୁରୁତ୍ବ ଦେବାକୁ ଦାବି କରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି କଳାକାର ।

ଦଣ୍ଡ ନୃତ୍ୟ ପାଇଁ ମିଳୁନି ଅନୁମତି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ କଳାକାର

ରଙ୍ଗମଞ୍ଚ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଳାକାର ସଂଘ ଠାରୁ ଆରମ୍ଭ କରି ଦଣ୍ଡନୃତ୍ୟ ସଙ୍ଘ ଏବଂ ଚିତ୍ରାଳୟ ସଙ୍ଘ ଭଳି ବିଭିନ୍ନ ସଙ୍ଗଠନ। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଦଣ୍ଡନାଚକୁ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରୁନଥିବା ବେଳେ ଜିଲ୍ଲାର ଶତାଧିକ କଳାକାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦରେ ବସିଛନ୍ତି ।

ଦୀର୍ଘ ଏକ ବର୍ଷ ଧରି ପେଟ ପାଟଣା ଚିନ୍ତାରେ ଥିବା କଳାକାରଙ୍କ ଗୁହାରୀ ପ୍ରଶାସନ ନ ଶୁଣିଲେ ଆନ୍ଦୋଳନକୁ ଜୋରଦାର କରିବା ଲାଗି କଳାକାରମାନେ ଚେତାବନୀ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.