ETV Bharat / state

ବିଦ୍ୟୁତ ଆଘାତରେ ଯବାନ ମୃତ

ବଂଶୀଧର କିଛିଦିନ ହେଲା ଘର କାମ କରିବାକୁ ଛୁଟିରେ ଆସିଥିଲେ । ହେଲେ ସୋମବାର ଘର କାମ ଚାଲି ଥିବା ସମୟରେ ବଂଶୀଧରଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

author img

By

Published : Dec 3, 2019, 6:46 AM IST

ଯବାନ ମୃତ
ଯବାନ ମୃତ

ଗଞ୍ଜାମ: ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମୃତ୍ୟୁ । ମୃତକ ହେଲେ କୋରାପୁଟରେ କାର୍ଯ୍ୟରତ ଯବାନ ବଂଶୀଧର ପ୍ରଧାନ । ସୂଚନା ଅନୁଯାୟୀ ବଂଶୀଧର କିଛିଦିନ ହେଲା ଘର କାମ କରିବାକୁ ଛୁଟିରେ ଆସିଥିଲେ । ହେଲେ ସୋମବାର ଘର କାମ ଚାଲି ଥିବା ସମୟରେ ବଂଶୀଧରଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ।

ବିଦ୍ୟୁତ ଆଘାତରେ ଯବାନ ମୃତ

ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କେବିରି ବ୍ରହ୍ମପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମୃତ୍ୟୁ .ମୃତକ ହେଲେ କୋରାପୁଟ ରେ କାର୍ଯ୍ୟରତ irb ଯବାନ ବଂଶୀଧର ପ୍ରଧାନ ସୂଚନା ପ୍ରକାରେ ବଂଶୀଧର କିଛିଦିନ ହେଲା ଘର କାମ କରିବାକୁ ଛୁଟିରେ ଆସିଥିଲେ ହେଲେ ଆଜି ଘର କାମ ଚାଲି ଥିବା ସମୟରେ ବଂଶୀଧର ଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.