ETV Bharat / state

ବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

author img

By

Published : May 13, 2020, 11:56 PM IST

ଗଞ୍ଜାମା ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂଇଁ ପଞ୍ଚାୟତର କଣ୍ଡରସିଂ ଗ୍ରାମର ଏକ ବୁଦା ମୂଳରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁକନ୍ୟା । ଖବର ପାଇ ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚି ସିଡିପିଓଙ୍କ ସହାୟତାରେ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

A newborn baby girl was rescued
ବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା

ଭଞ୍ଜନଗର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଗଞ୍ଜାମା ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂଇଁ ପଞ୍ଚାୟତର କଣ୍ଡରସିଂ ଗ୍ରାମର ଏକ ବୁଦା ମୂଳରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁକନ୍ୟା । ଶିଶୁଟିର ନାଭି ମଧ୍ୟ କଟାଯାଇ ନ ଥିବା ଦେଖିବାକୁ ମିଳିଛି । ଖବର ପାଇ ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିଡିପିଓଙ୍କ ସହାୟତାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ଜନ୍ମିତ ଶିଶୁକନ୍ୟାକୁ ପ୍ରଥମେ ଜଗନାଥପ୍ରସାଦ ମେଡିକାଲ ଅଣାଯାଇଥିଲା । ଏବଂ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଶିଶୁଙ୍କୁ ଵ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.