ETV Bharat / state

ଗଞ୍ଜାମରୁ 45 କେଜି ଗଞ୍ଜେଇ ଜବତ, 3 ଗିରଫ

ଗଞ୍ଜାମ ଖଣ୍ଡରା ଛକ ନିକଟରୁ 45 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

author img

By

Published : Jul 22, 2019, 10:03 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସକୁ ସଫଳତା । ଗତକାଲି(ରବିବାର) ଖଣ୍ଡରା ଛକ ନିକଟରୁ 45 କିଲୋ ଗଞ୍ଜେଇ ଜବତ କରିବା ସହ ଘଟଣାରେ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନାମୁତାବକ, ପୋଲିସ ପାଟ୍ରୋଲିଂ ସମୟରେ ଏକ କଳା ରଙ୍ଗର କାରକୁ ଅଟକାଇ ଯାଞ୍ଚ କରୁଥିବାବେଳେ ତା'ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଜବତ ଗଞ୍ଜେଇ କନ୍ଧମାଳରୁ ଦିଲ୍ଲୀକୁ ଚାଲାଣ ହେଉଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ କୁ ମିଳିଛି ବଡସଫଳତା ଗତକାଲି ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଖଣ୍ଡରା ଛକ ନିକଟରେ ଏକ କଳା ରଙ୍ଗର କାର କୁ ଅଟକାଇଥିଲେ ତେବେ କାରଟିକୁ ଯାଞ୍ଚ କଲାବେଳେ କାର ଭିତରୁ 45କିଲୋ ଗଂଜେଇ ମିଳିଥିଵା ବେଳେ ପୋଲିସ ତିନି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ତେବେ କନ୍ଧମାଳରୁ ଦିଲ୍ଲୀ କୁ ଏହି ଗଂଜେଇ ଚାଲାଣ ହେଉଥିବା ଧରାପଡିଥିବା ଆସାମୀମାନେ କହିଥିଲେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.