ETV Bharat / state

ଡକାୟତି ଯୋଜନା ପଣ୍ଡ, 4 ଗିରଫ

author img

By

Published : May 31, 2021, 6:56 PM IST

ଆସିକା ଚାରିମାଇଲ ନିକଟ ଦାଶନାପଲି ବିଶ୍ରାମଗାରରେ ଡକାୟତ ପାଇଁ ଯୋଜନା ବେଳେ 4 ଜଣ ଯୁବକଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଡକାୟତି ଯୋଜନା ପଣ୍ଡ, 4 ଗିରଫ
ଡକାୟତି ଯୋଜନା ପଣ୍ଡ, 4 ଗିରଫ

ଭଞ୍ଜନଗର: ଡକାୟତି ଯୋଜନା କରୁଥିବା 4 ଜଣ ଯୁବକଙ୍କୁ ଗିରଫ କଲା ଗଞ୍ଜାମ ଆସିକା ପୋଲିସ । ଗିରଫ ଯୁବକ ମାନଙ୍କ ଠାରୁ ମାଉଜର, ଖଣ୍ଡା, କାତି, ବୋମା ଓ ଦୁଇଟି ମୋଟରସାଇକେଲ ସହିତ ଡକାୟତିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ମାନ ଜବତ କରିଛି ପୋଲିସ ।

ଡକାୟତି ଯୋଜନା ପଣ୍ଡ, 4 ଗିରଫ

ସୂଚନାମୁତାବକ, ଆସିକା ଚାରିମାଇଲ ନିକଟ ଦାଶନାପଲି ବିଶ୍ରାମଗାରରେ ଡକାୟତ ପାଇଁ ଯୋଜନା ବେଳେ ପୋଲିସ ଗିରଫ କରିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଥିବାର ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.