ବ୍ରହ୍ମପୁର: ସହର ଉପକଣ୍ଠ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ପ୍ରଥମ ଛାତ୍ରାବାସରେ ଏକ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରାବାସରେ ରହିଥିବା ଗ୍ୟାସ ଟାଙ୍କି ଫାଟି ଯିବାରୁ ତିନି ଜଣ ଛାତ୍ର ଆହତ ହୋଇଛନ୍ତି ।
ଆହତ ତିନି ଛାତ୍ରଙ୍କୁ ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ