ETV Bharat / state

ନିଶା ଦେଇ ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ

author img

By

Published : Jan 27, 2020, 4:10 PM IST

ନିଶା ଦେଇ ଲୁଟିନେଲେ 15 ହଜାର ଟଙ୍କା ସହ ମୋବାଇଲ । ଗଞ୍ଜାମ ଭଞ୍ଜନଗର ବସଷ୍ଟାଣ୍ଡରୁ ଲୁଟ ହୋଇଥିବାବେଳେ ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

15 thousand loot from a man
ନିଶା ଦେଇ ଯୁବକଙ୍କୁ ଠାରୁ 15 ହଜାର ଟଙ୍କା ଲୁଟ

ଭଞ୍ଜନଗର: ନିଶା ଦେଇ ଯୁବକଙ୍କ ଠାରୁ ଲୁଟ । ଟଙ୍କା ସହ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ । ଗଞ୍ଜାମ ଭଞ୍ଜନଗର ବସଷ୍ଟାଣ୍ଡରୁ ଲୁଟ ହୋଇଥିବାବେଳେ, ନିଶାସକ୍ତ ଅବସ୍ଥାରେ ଯୁବକକୁ ଉଦ୍ଧାର କରିଛି ପୋଲିସ ।ସେପଟେ ଉଦ୍ଧାର ଯୁବକକୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରି ଯାଞ୍ଚ ଆରମ୍ଭ କରିଛି ପୋଲିସ । ଉକ୍ତ ଯୁବକ ଜଣକ ହେଲେ ବାଣତୁମ୍ବ ଗାଁର ସନୋଜ କଟେଇ ।

ନିଶା ଦେଇ ଯୁବକଙ୍କୁ ଠାରୁ 15 ହଜାର ଟଙ୍କା ଲୁଟ

ସନୋଜ ଚେନ୍ନାଇ କୋଇମତ ଠାରେ କାମ କରୁଥିବାବେଳେ, ଗତକାଲି ସେ ନିଜ ଗାଁ ବାଣତମ୍ବକୁ ଫେରୁଥିଲେ । ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା କେତେକ ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ତାଙ୍କ ଠାରୁ 15 ହଜାର ଟଙ୍କା, ମୋବାଇଲ ସହ ଘରକୁ ଆଣିଥିବା ସମସ୍ତ ଜିନିଷ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ପୁଣି ନିଶାଦେଇ ଲୁଟିଲେ ଦୃବୁତ୍ତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସଷ୍ଟାଣ୍ଡ ରୁ ନିଶାଦେଇ ଯୁବକ ଠାରୁ ଟଙ୍କା ମୋବାଇଲ ସାମାନ ସବୁ ଲୁଟିନେଲେ ଦୃବୁତ୍ତ ଯୁବକ ଜଣକ ହେଲେ ବାଣତୁମ୍ବ ଗ୍ରାମର ସନୋଜ କଟେଇ ନିଶାଶକ୍ତ ଅବସ୍ଥାରେ ବସଷ୍ଟାଣ୍ଡ ରେ ପଡିଥିବାବେଳେ ପୋଲିସ ପହଂଚି ଯୁବକ କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରି ତଦନ୍ତ ଆରମ୍ଭ କରିଛି ସୂଚନା ପ୍ରକାରେ ଯୁବକ ଜଣକ ଚେନେଇ କୋଇମତ ଠାରେ କାମ କରୁଥିଲେ ସେ ନିଜ ଗ୍ରାମ ବାଣତୁମ୍ବ କୁ ଗତ ରାତିରେ ଫେରୁଥିଲେ ହେଲେ ତାଙ୍କୁ ବସଷ୍ଟାଣ୍ଡ ରେ ନିଶା ଦେଇ ତାଙ୍କ ଠାରୁ ପନ୍ଦର ହଜାର ଟଙ୍କା ମୋବାଇଲ ଓ ଘରକୁ ଆଣିଥିବା ସମସ୍ତ ସାମାନ ଲୁଟିନେଇଥିବା ଅଭିଯୋଗ ହୋଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.