ETV Bharat / state

ବିଦ୍ୟୁତ ଆଘାତରେ ଜଣେ ମୃତ, 2 ଗୁରୁତର

11 କେଭି ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ । ମୃତକ ଜଣକ ହେଲେ ନାରାୟଣ ଗୌଡ । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲି ପଲ୍ଲି ଗ୍ରାମରେ ଘଟିଛି ।

author img

By

Published : Mar 11, 2019, 1:43 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

ଭଞ୍ଜନଗର: 11 କେଭି ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ । ମୃତକ ଜଣକ ହେଲେ ନାରାୟଣ ଗୌଡ । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲି ପଲ୍ଲି ଗ୍ରାମରେ ଘଟିଛି ।

ଖବର ଅନୁସାରେ, ବିଦ୍ୟୁତ୍ ଆଘାତରେ ଅନ୍ୟ 2 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଭିକା ସେଠୀ ଓ ଜୟ ପ୍ରଧାନ ।

dead
ଫଟୋ ସୌଜନ୍ୟ: ପ୍ରତିନିଧି ଭଞ୍ଜନଗର

ଅନ୍ୟପଟେ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.