ETV Bharat / state

ମୋହନାରେ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା - ମୋହନାରେ ମଦ ଦୋକାନକୁ ବିରୋଧ

ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ସରକାରଙ୍କ ଦ୍ବାରା ମାତ୍ରାଧିକ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବାର ପ୍ରତିବାଦରେ ଗୋବିନ୍ଦପୁର ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Oct 20, 2019, 4:21 AM IST

ଗଜପତି: ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ସରକାରଙ୍କ ଦ୍ବାରା ମାତ୍ରାଧିକ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଲୋକଙ୍କ ପ୍ରତିବାଦ । ପ୍ରତିବାଦରେ ଗୋବିନ୍ଦପୁର ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ପଞ୍ଚାୟତର ମହିଳା ମଣ୍ଡଳୀ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜାଣିବାକୁ ମିଳିଛି । ତେଣୁ ଏନେଇ ମହିଳାମାନେ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନହେଲେ ପଞ୍ଚାୟତର ସମସ୍ତ ମହିଳା ମଦ ଦୋକାନ ବନ୍ଦ କରିବା ସହ ଆନ୍ଦୋଳକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - VILLAGERS MEET COLLECTOR
FORMAT - AVB
REPORTER-HARIHARA PATNAIK
PLACE - GAJAPTI
DATE- 19.10.2019
ଭିଓ - ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଂଚାୟତରେ ସରକାରଙ୍କ ଦ୍ବାରା ମାତ୍ରାଧୀକ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବାର ପ୍ରତିବାଦରେ ଗୋବିନ୍ଦପୁର ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ପଂଚାୟତର ମହିଳା ମଣ୍ଡଳି ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ହେତୁ ଆଜି ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନହେଲେ ପଂଚାୟତର ସମସ୍ତ ମହିଳା ମଦ ଦୋକାନ ବନ୍ଦ କରିବେ ଏବଂ ଆନ୍ଦୋଳକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
         ବାଇଟ - ଯୋଶୋଦା ନାୟକ ( ଗୋବିନ୍ଦପୁର ପଂଚାୟତବାସୀ )Body:SLUG - VILLAGERS MEET COLLECTOR
FORMAT - AVB
REPORTER-HARIHARA PATNAIK
PLACE - GAJAPTI
DATE- 19.10.2019
ଭିଓ - ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଂଚାୟତରେ ସରକାରଙ୍କ ଦ୍ବାରା ମାତ୍ରାଧୀକ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବାର ପ୍ରତିବାଦରେ ଗୋବିନ୍ଦପୁର ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ପଂଚାୟତର ମହିଳା ମଣ୍ଡଳି ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ହେତୁ ଆଜି ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନହେଲେ ପଂଚାୟତର ସମସ୍ତ ମହିଳା ମଦ ଦୋକାନ ବନ୍ଦ କରିବେ ଏବଂ ଆନ୍ଦୋଳକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
         ବାଇଟ - ଯୋଶୋଦା ନାୟକ ( ଗୋବିନ୍ଦପୁର ପଂଚାୟତବାସୀ )Conclusion:SLUG - VILLAGERS MEET COLLECTOR
FORMAT - AVB
REPORTER-HARIHARA PATNAIK
PLACE - GAJAPTI
DATE- 19.10.2019
ଭିଓ - ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଂଚାୟତରେ ସରକାରଙ୍କ ଦ୍ବାରା ମାତ୍ରାଧୀକ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବାର ପ୍ରତିବାଦରେ ଗୋବିନ୍ଦପୁର ପଂଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ପଂଚାୟତର ମହିଳା ମଣ୍ଡଳି ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ହେତୁ ଆଜି ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଏବଂ ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନହେଲେ ପଂଚାୟତର ସମସ୍ତ ମହିଳା ମଦ ଦୋକାନ ବନ୍ଦ କରିବେ ଏବଂ ଆନ୍ଦୋଳକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
         ବାଇଟ - ଯୋଶୋଦା ନାୟକ ( ଗୋବିନ୍ଦପୁର ପଂଚାୟତବାସୀ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.