ETV Bharat / state

କୂଅରୁ ୨ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର - ୨ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ମହେନ୍ଦ୍ରଗଡ଼ ଗାଁରେ ଏକ କୂଅରୁ ୨ବର୍ଷ ଶିଶୁ ପୁତ୍ରର ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

କୂଅରୁ ୨ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର
କୂଅରୁ ୨ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର
author img

By

Published : Jun 21, 2021, 9:30 PM IST

ଗଜପତି: କୂଅରୁ ୨ ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର । ଏହି ଘଟଣା ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ମହେନ୍ଦ୍ରଗଡ଼ ଗାଁର ।

କୂଅରୁ ୨ ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଦୀର୍ଘ ୧୪ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ଶିଶୁ ପୁତ୍ରର ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଶିଶୁ ଦିଲୀପ ପାତ୍ରଙ୍କ ୨ ବର୍ଷର ପୁଅ କୃଷ୍ଣା ପାତ୍ର ।

ସୋମବାର ସଂନ୍ଧ୍ୟା ସମୟରେ କୃଷ୍ଣା ସାଙ୍ଗସାଥୀଙ୍କ ସହ ଖେଳୁଥିବାବେଳେ କୂଅରେ ପଡିଯାଇଥିଲେ। ଏହାପରେ ପରିବାର ଲୋକେ ଆର.ଉଦୟଗିରି ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ୧୪ ଘଣ୍ଟା ଚେଷ୍ଟା କରିବା ପରେ କୂଅରୁ ମୃତଦେହ ଉଦ୍ଧାର କରିଥଲେ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.