ETV Bharat / state

ସି' ଟିମ୍‌ ହାବୁଡରେ ଚୋର - she team

ଆକ୍ସନମୁଡରେ ଏସପି ସାରା ଶର୍ମାଙ୍କ ସି' ଟିମ । 2 ବାଇକ ଓ ଟଙ୍କା ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Jul 17, 2019, 10:06 AM IST

ଗଜପତି: ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ବାଇକ ଓ ଟଙ୍କା ଚୋର ମାମଲାରେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବାଇକ ଚୋରି କରିଥିବା ପାରଳାଖେମୁଣ୍ଡି ସୁନାରି ସାହିର ରାଜୁ ବେହେରା ଏବଂ ଟଙ୍କା ଚୋରି କରିଥିବା ପାରଳା ଜାଗିଲି ସାହିର ଡି ଆପଲ୍ଲା ସ୍ବାମୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୁନାରି ସାହିର ଲକ୍ଷ୍ମୀକାନ୍ତ ପରିଛା ନିଜର ଏକ ସ୍କୁଟି ଗତ 8 ତାରିଖ ରାତିରେ ନିଜ ଘର ଦାଣ୍ଡରେ ରଖିଥିବା ବେଳେ ଚୋରି ହୋଇଥିବା ନେଇ 9 ତାରିଖରେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ । ସେହିପରି ଗତ 14ଦିନ ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ କୁଲୁଣ୍ଡା ଗ୍ରାମର ଅନନ୍ତ ଗୌଡଙ୍କ ପକେଟରୁ 9000 ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଥିଲେ ।

ତେବେ ଏହି 2 ମାମଲାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଯାଞ୍ଚ କଲାବେଳେ ଡି ଆପଲ୍ଲାସ୍ବାମୀ ଟଙ୍କା ଚୋରି କରିଥିବା ନିଶ୍ଚିତ ହୋଇଥିଲା । ଏହାକୁ ଭିତ୍ତି କରି ପୋଲିସ ସି' ଟିମ ସହାୟତାରେ 2ଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଏସ ସାରା ଶର୍ମା କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - THIEF ARRESTED
FORMAT - AVB
REPORTER - HARIHARA PATNAIK
PLACE - GAJAPATI
DATE - 16.07.2019
ଭିଓ - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୁଲିସ ବାଇକ ଓ ଟଙ୍କା ଚୋର ମାମଲାରେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବାଇକ ଚୋରି କରିଥିବା ପାରଳାଖେମୁଣ୍ଡି ସୁନାରି ସାହିର ରାଜୁ ବେହେରା ଏବଂ ଟଙ୍କା ଚୋରି କରିଥିବା ପାରଳା ଜାଗିଲି ସାହିର ଡି ଆପଲ୍ଲା ସ୍ବାମୀ । ସୁନାରି ସାହିର ଲକ୍ଷ୍ମୀ କାନ୍ତ ପରିଛା ନିଜର ଏକ ସ୍କୁଟି ଗତ 8 ତାରିଖ ରାତିରେ ନିଜ ଘର ଦାଣ୍ଡରେ ରଖିଥିବା ବେଳେ ଚୋରି ହୋଇଥିବା ନେଇ 9 ତାରିଖରେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ । ସେହି ପରି ଗତ 14 ଦିନ ଗୁଣ୍ଡିଚା ମନ୍ଦିରରେ ସଂନ୍ଧ୍ୟା ଆଳତି ସମୟରେ କୁଲୁଣ୍ଡା ଗ୍ରାମର ଅନନ୍ତ ଗୌଡଙ୍କ ପକେଟରୁ 9000 ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଥିଲେ । ତେବେ ଏହି 2 ମାମଲାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ସିସିଟିଭି ଫୁଟେଜ ଜାଞ୍ଚ କଲାବେଳେ ଡି ଆପଲ୍ଲାସ୍ବାମୀ ଟଙ୍କା ଚୋରି କରିଥିବା ନିଶ୍ଚିତ ହୋଇଥିଲା । ଏହାକୁ ଭିତ୍ତି କରି ପୁଲିସ ସି ଟିମ ସହାୟତାରେ 2ଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଏସ ସାରା ଶର୍ମା କହିଛନ୍ତି ।............
ବାଇଟ୍ - ସାରା ଶର୍ମା (ଏସ୍ ପି ଗଜପତି)Body:SLUG - THIEF ARRESTED

ବାଇଟ୍ - ସାରା ଶର୍ମା (ଏସ୍ ପି ଗଜପତି)Conclusion:SLUG - THIEF ARRESTED

ବାଇଟ୍ - ସାରା ଶର୍ମା (ଏସ୍ ପି ଗଜପତି)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.