ETV Bharat / state

ଗଜପତି ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ

author img

By

Published : Sep 5, 2019, 1:56 AM IST

ସ୍କୁଲକୁ ସଠିକ ସମୟରେ ପହଞ୍ଚିବା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ସେଲ୍ଫି ପଠାଇବାକୁ ଜିଲ୍ଲା ଶିକ୍ଷାଧିକାରୀ ଦେଇଥିବା ନିର୍ଦ୍ଦେଶର ପ୍ରତିବାଦ କରି ବୁଧବାର ଗଜପତି ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଜିଲ୍ଲାର ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍କୁଲକୁ ସଠିକ ସମୟରେ ପହଞ୍ଚିବା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ସେଲ୍ଫି ପଠାଇବାକୁ ଜିଲ୍ଲା ଶିକ୍ଷାଧିକାରୀ ଦେଇଥିବା ନିର୍ଦ୍ଦେଶର ପ୍ରତିବାଦରେ ବୁଧବାର ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଏହି ବିକ୍ଷୋଭରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ନିର୍ଦ୍ଦେଶନାମାକୁ ବିରୋଧ କରିଥିଲେ । ଏଥିସହ ଏହା ଶିକ୍ଷକ ସମାଜ ପ୍ରତି କେବଳ ଅପମାନ ନୁହେଁ, ବରଂ ଏହା ଶିକ୍ଷକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିବାର ଉଦ୍ୟମ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କରିଥିଲେ ।

ତେଣୁ ଏହାକୁ ତୁରନ୍ତ ପ୍ରତିହାର କରିବା ପାଇଁ ଦାବି କରିଥିଲେ । ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

ତେବେ ବର୍ତ୍ତମାନ କୌଣସି ଶିକ୍ଷକ ସ୍କୁଲରେ ପହଞ୍ଚିବା ମାତ୍ରେ ଆଟେଣ୍ଡାନ୍ସର ଫଟୋକୁ ହ୍ବାଟ୍ସଆପ୍ ମାଧ୍ୟମରେ ପଠାଇବାକୁ ମଧ୍ୟ ନୀତି ଗ୍ରହଣ କରାଯାଇଛି।

ଏହି ବିକ୍ଷୋଭରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁମନ୍ତ ଚିନ୍ତତା, ଜିଲ୍ଲା ସିଟି ଶିକ୍ଷକ ସଂଘର ସଭାପତି ଏମ.ଉଦିକୁମାର, ସାଧାରଣ ସଂପାଦକ ଦେବରାଜ ଜେନା, ନିଖିଳ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଏସ. ଦିଲେଶ୍ବର ରାଓ, କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲା ସଭାପତି ହୃଦୟାନନ୍ଦ ପଣ୍ଡା ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ଅମୂଲ୍ୟ କୁମାର ପାତ୍ର ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-TEACHER AGITATION
FORMAT-AVB
REPORT-HARIHARA PATNAIK
PLACE-GAJAPATI
DATE-04.09.2019
ଆଙ୍କର- ସ୍କୁଲକୁ ସଠିକ ସମୟରେ ପହଂଚିବା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ସେଲ୍ଫି ପଠାଇବାକୁ ଜିଲ୍ଲା ଶିକ୍ଷାଧିକାରୀ ଦେଇଥିବା ନିର୍ଦ୍ଦେଶର ପ୍ରତିବାଦ କରି ଅଛି ଗଜପତି ଜିଲ୍ଲା ମିଳିତ ଶିକ୍ଷକ ସଂଘର ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ନିର୍ଦ୍ଦେଶନାମକୁ ନେଇ ବିରୋଧ କରିବା ସହ ଏହା ଶିକ୍ଷକ ସମାଜ ପ୍ରତି କେବଳ ଅପମାନ ନୁହେଁ, ବରଂଏହା ଶିକ୍ଷକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିବାର ଉଦ୍ୟମ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କରିଥିଲେ । ତେଣୁ ଏହାକୁ ତୁରନ୍ତ ପ୍ରତିହାର କରିବା ପାଇଁ ଦାବି କରିଥିଲେ । ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମି ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ବର୍ତମାନ ପାଇଁ କୌଣସି ଶିକ୍ଷକ ସେକ୍ତି କିମ୍ବା କପଡୁନ ଖାତର ଫଟୋ ଡୁଆପ ମାଧ୍ୟମରେ ପଠାଇବାକୁ ମଧ୍ୟ ନିତି ଗ୍ରହଣ କରାଯାଇଛି। ଏହି ବୈବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁମନ୍ତ ଚିନ୍ତତା, ଜିଲ୍ଲା ସିଟି ଶିକ୍ଷକ ସଂଘର ସଭାପତି ସଭାପତି ଏମ.ଉଦିନୁମାର, ସାଧାରଣ ସଂପାଦକ ଦେବରାଜ ଜେନା, ନିଖିଳ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଏସ. ଦିଲେଶ୍ୱର ରାଓ, କନିଷ୍ଠ ଶିକ୍ଷକ ସଂଘର ଜିଲ୍ଲା ସଭାପତି ହୃଦୟାନନ୍ଦ ପଣ୍ଡା ଏବଂ ଏକ୍ସ କେଡେର ଶିକ୍ଷକ ସଂଘର ସଭାପତି ଅମୂଲ୍ୟ କୁମାର ପାତ୍ର ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।
         ବାଇଟ- ଦେବରାଜ ଜେନା(ଆବାହକ, ଜିଲ୍ଲା ମିଳିତ ଶିକ୍ଷକ ସଂଘ) Body:SLUG-TEACHER AGITATION

         ବାଇଟ- ଦେବରାଜ ଜେନା(ଆବାହକ, ଜିଲ୍ଲା ମିଳିତ ଶିକ୍ଷକ ସଂଘ) Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.