ETV Bharat / state

ଗଜପତି ଗସ୍ତରେ ମହିଳା କମିଶନ ସଦସ୍ୟା; ବୁଲିଲେ, ଭଲମନ୍ଦ ବୁଝିଲେ

ଗଜପତି ଗସ୍ତରେ କେନ୍ଦ୍ରୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ । ସେ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସାଧାରଣ ଲୋକଙ୍କ ସହ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି
author img

By

Published : Sep 16, 2019, 5:33 PM IST

ଗଜପତି: କେନ୍ଦ୍ରୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଗଜପତି ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି । ତାଙ୍କ ସହ ବରିଷ୍ଠ କ୍ଷେତ୍ର ଅଧିକାରୀ ବିଜୟ ବାରୁଆ ମଧ୍ୟ ସାମିଲ ହୋଇଥିଲେ। ସେ ଆଜି ସକାଳୁ ସ୍ବାଧାର ଗୃହ, ଜରା ନିବାସ, ୱାନ ଷ୍ଟପ କେନ୍ଦ୍ର, ଶିଶୁ ଯତ୍ନ ଅନୁଷ୍ଠାନ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସେଠାକାର ସମସ୍ତ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏହାପରେ ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରି ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ସଦସ୍ୟାଙ୍କ ଗସ୍ତ ସମୟରେ ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସ୍ବଧା ଦେବ ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-WOMEN COMMISSION MEMBER VISIT
FORMAT-AVB
REPORTER-HARIHARA PATNAIK
PLACE-GAJAPATI
DATE-16.09.209
ଆଙ୍କର-କେନ୍ଦ୍ରୀୟ ମହିଳା କମିଶନ୍ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଗଜପତି ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି । ତାଙ୍କ ସହ ବରିଷ୍ଠ କ୍ଷେତ୍ର ଅଧିକାରୀ ବିଜୟ ବାରୁଆ ମଧ୍ୟ ସାମିଲ ହୋଇଥିଲେ । ସେ ଆଜି ସକାଳୁ ସ୍ବାଧାରା ଗୃହ, ଜରା ନିବାସ, ୱାନ ଷ୍ଟପ କେନ୍ଦ୍ର, ଶିଶୁ ଯତ୍ନ ଅନୁଷ୍ଠାନ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସେଠାକାର ସମସ୍ତ ବ୍ୟବସ୍ଥାକୁ ନେଇ ସନ୍ତୋଶଷ ପ୍ରକତାଶ କରିଛନ୍ତି । ଏହାପରେ ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲି୍ଲାର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରି ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସଦସ୍ୟାଙ୍କ ଗସ୍ତ ସମଯରେ ତାଙ୍କ ସହ ଅତିରିକ୍ତ ଜିଲ୍ଲା ସ୍ବଧା ଦେବସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମନାର ତ୍ରିପାଠୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ ପ୍ରମୁଖ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।
         ବାଇଟ୍ – ଚନ୍ଦ୍ରମୁଖୀ ଦେବୀ(ସଦସ୍ୟା, କେନ୍ଦ୍ରୀୟ ମହିଳା କମିଶନ) Body:ଆଙ୍କର-କେନ୍ଦ୍ରୀୟ ମହିଳା କମିଶନ୍ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଗଜପତି ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି । ତାଙ୍କ ସହ ବରିଷ୍ଠ କ୍ଷେତ୍ର ଅଧିକାରୀ ବିଜୟ ବାରୁଆ ମଧ୍ୟ ସାମିଲ ହୋଇଥିଲେ । ସେ ଆଜି ସକାଳୁ ସ୍ବାଧାରା ଗୃହ, ଜରା ନିବାସ, ୱାନ ଷ୍ଟପ କେନ୍ଦ୍ର, ଶିଶୁ ଯତ୍ନ ଅନୁଷ୍ଠାନ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସେଠାକାର ସମସ୍ତ ବ୍ୟବସ୍ଥାକୁ ନେଇ ସନ୍ତୋଶଷ ପ୍ରକତାଶ କରିଛନ୍ତି । ଏହାପରେ ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲି୍ଲାର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରି ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସଦସ୍ୟାଙ୍କ ଗସ୍ତ ସମଯରେ ତାଙ୍କ ସହ ଅତିରିକ୍ତ ଜିଲ୍ଲା ସ୍ବଧା ଦେବସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମନାର ତ୍ରିପାଠୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ ପ୍ରମୁଖ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।
         ବାଇଟ୍ – ଚନ୍ଦ୍ରମୁଖୀ ଦେବୀ(ସଦସ୍ୟା, କେନ୍ଦ୍ରୀୟ ମହିଳା କମିଶନ) Conclusion:ଆଙ୍କର-କେନ୍ଦ୍ରୀୟ ମହିଳା କମିଶନ୍ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଗଜପତି ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି । ତାଙ୍କ ସହ ବରିଷ୍ଠ କ୍ଷେତ୍ର ଅଧିକାରୀ ବିଜୟ ବାରୁଆ ମଧ୍ୟ ସାମିଲ ହୋଇଥିଲେ । ସେ ଆଜି ସକାଳୁ ସ୍ବାଧାରା ଗୃହ, ଜରା ନିବାସ, ୱାନ ଷ୍ଟପ କେନ୍ଦ୍ର, ଶିଶୁ ଯତ୍ନ ଅନୁଷ୍ଠାନ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ଆଦି ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ସେଠାକାର ସମସ୍ତ ବ୍ୟବସ୍ଥାକୁ ନେଇ ସନ୍ତୋଶଷ ପ୍ରକତାଶ କରିଛନ୍ତି । ଏହାପରେ ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲି୍ଲାର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରି ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସଦସ୍ୟାଙ୍କ ଗସ୍ତ ସମଯରେ ତାଙ୍କ ସହ ଅତିରିକ୍ତ ଜିଲ୍ଲା ସ୍ବଧା ଦେବସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମନାର ତ୍ରିପାଠୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁନ୍ତଳା କୁମାରୀ ମଲ୍ଲିକ ପ୍ରମୁଖ ତାଙ୍କୁ ବିଭିନ୍ନ ସ୍ଥାନ ବୁଲାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।
         ବାଇଟ୍ – ଚନ୍ଦ୍ରମୁଖୀ ଦେବୀ(ସଦସ୍ୟା, କେନ୍ଦ୍ରୀୟ ମହିଳା କମିଶନ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.