ETV Bharat / state

ବାଇକ-ବୋଲେରୋ ମୁହାଁମୁହିଁ, ଜଣେ ମୃତ ଦୁଇ ଗୁରୁତର - road-accident-in-Gajapati

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନି ମହାବିଦ୍ୟାଳୟ ନିକଟରେ ଏକ ବାଇକ ସହ ବୋଲେରୋର ମୁହାଁମୁହିଁ ଧକ୍କା । ଅଧିକ ପଢନ୍ତୁ...

road-accident-in-Gajapati,One dead and two seriously injured
ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ ଦୁଇଜଣ ଗୁରୁତର
author img

By

Published : Feb 7, 2021, 7:25 PM IST

Updated : Feb 7, 2021, 7:38 PM IST

ଗଜପତି: ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଗ୍ରାମ ବିନୋଦିନି ମହାବିଦ୍ୟାଳୟ ନିକଟରେ ଏକ ବାଇକ ସହ ବୋଲେରୋ ର ମୁହାଁମୁହିଁ ଧକ୍କା । ବାଇକ ସହ ବୋଲେରୋର ଧକ୍କା ହେବା ଫଳରେ ଜଣେ ମୃତ ଆଉ ଦୁଇଜଣ ଗୁରୁତର ।

ବାଇକ-ବୋଲେରୋ ମୁହାଁମୁହିଁ, ଜଣେ ମୃତ ଦୁଇ ଗୁରୁତର

ମୃତ ଜଣକ ହେଲେ ଜୋଏବ ଗମାଙ୍ଗ ଗୁମ୍ମା ବ୍ଲକର ଆବାସିଙ୍ଗ ଗ୍ରାମର ବୋଲି ଜଣାପଡିଛି । ଜୋଏବ ନିଜ ପତ୍ନୀ ଅନିତା ଗମାଙ୍ଗ ଏବଂ ପୁଅ ଅମୀ ଗମାଙ୍ଗ ମିଶି ବାଇକରେ ନିଜ ଶଶୁର ଘରୁ ନିଜ ଗ୍ରାମ ଲକ୍ଷ୍ମୀପୁର ଫେରୁଥିଲେ ସେହି ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

୩ ଜଣଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଜୋଏବ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଓ ପତ୍ନୀ ଅନିତାଙ୍କ ଅବସ୍ଥା ଗୁରୁତର ରହିଛି । ଚିକିତ୍ସା ଜାରି ରହିଛି ।

ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Feb 7, 2021, 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.