ETV Bharat / state

ଘାଟିରୁ ଖସିଲା ପିକଅପ୍ ଭ୍ୟାନ, ଜଣେ ମୃତ ୫ ଗୁରୁତର

author img

By

Published : Dec 11, 2021, 10:54 PM IST

ମହେନ୍ଦ୍ର ଗିରି ଶୈବ ପୀଠରୁ ଦର୍ଶନ ସାରି ଫେରିବା ବେଳେ ଘାଟିରୁ ତଳକୁ ଖସିଲା ପିକଅପ ଭ୍ୟାନ । ଜଣେ ମୃତ, ୫ ଗୁରୁତର ଥିବା ବେଳେ ୧୫ରୁ ଅଧିକ ଆହାତ ହୋଇଥିବ ଜଣାପଡିଛି । ଅଧିକ ପଢନ୍ତୁ

ଶୈବ ପୀଠରୁ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

ଗଜପତି: ମହେନ୍ଦ୍ର ଗିରି ଶୈବ ପୀଠରୁ ଦର୍ଶନ ସାରି ଫେରିବା ବେଳେ ଘାଟିରୁ ତଳକୁ ଖସିଲା ପିକଅପ ଭ୍ୟାନ । ଜଣେ ମୃତ, ୫ ଗୁରୁତର ଥିବା ବେଳେ ୧୫ରୁ ଅଧିକ ଆହାତ ହୋଇଥିବ ଜଣାପଡିଛି । ସମସ୍ତେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେମାନେ ଶୈବପୀଠକୁ ପ୍ରାସାଦ ସେବନ ପାଇଁ ଯାଇଥିଲେ । ମୃତକ ଜଣକ ହେଲେ କେ.ମଣିମାଳା ।

ଘଟଣା ସ୍ଥଳରୁ ଗାରବନ୍ଧ ପୋଲିସ ଦ୍ବାରା ଆମ୍ବୁଲାନ୍ସରେ ସମସ୍ତଙ୍କୁ ଉଦ୍ଧାର କରି ଗାରବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପାରଳାଖେମୁଣ୍ଡି ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସା ଚାଲିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.