ETV Bharat / state

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ପରିସରରେ ରଥଯାତ୍ରା ପାଇଁ ବୈଠକ ଆୟୋଜିତ ହୋଇଯାଇଛି।

author img

By

Published : May 31, 2019, 5:47 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ସୁରୁଖୁରରେ ରଥଯାତ୍ରା ସମାପନ ପାଇଁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ। ଉପଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଗଜପତି ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ପରିସରରେ ଏନେଇ ଏକ ବୈଠକ ଆୟୋଜିତ ହୋଇଯାଇଛି।

ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପାରଳା ରାଜଜେମା କଲ୍ୟାଣୀ ଗଜପତି, ଅତିରିକ୍ତ ଜିଲ୍ଲାପାଳ ସ୍ବଧାଦେବ ସିଂ ପ୍ରମୁଖଙ୍କ ସମେତ ସହରର ବହୁ ବୁଦ୍ଧିଜୀବି ଯୋଗ ଦେଇ ନିଜ ନିଜ ତଥ୍ୟ ଉପସ୍ଥାପିତ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଚଳିତ ବର୍ଷ କିଭଳି ସୁରୁଖୁରୁରେ ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା ସମାପନ ହେବ ସେ ନେଇ ଆଲୋଚନା ହୋଇଥିବା ବେଳେ ପୁରୁଣା କମିଟି ହିଁ ସମସ୍ତ ଦାୟତ୍ବ ତୁଲାଇବେ ବୋଲି ନିଷ୍ପତ୍ତି ହୋଇଥିଲା।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ବିଶ୍ବ ତମାଖୁ ବର୍ଜନ ଦିବସ ପାଳନ ହେଉଛି । କିନ୍ତୁ ସରକାରୀ କଟକଣା କୁ ଫୁ କରି ବୌଦ୍ଧ ଜିଲ୍ଲାର ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠାରେ ପ୍ରାୟ ଦୋକାନରେ ମିଳୁଛି ତମାଖୁ ଜାତୀୟ ପଦାର୍ଥ ।ଏସବୁକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ କମିଟି ମଧ୍ୟ ଗଠନ ହୋଇଛି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ତମାଖୁ ମୁକ୍ତ ବୌଦ୍ଧ କେବଳ ପ୍ରଚାର ସର୍ବସ୍ବ ହୋଇଛି ।

Body:ବୌଦ୍ଧ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଳନ କରାଯାଇଛି ବିଶ୍ବ ତମାଖୁ ବର୍ଜନ ଦିବସ ।ଏଥିରେ ତମାଖୁ ସେବନର ଅପକାରିତା, ନିୟମ,ଦଣ୍ଡ ଓ ଜିଲ୍ଲା ସ୍ତରରେ ଥିବା କମିଟି ବିଷୟ ଆଲୋଚନା ହୋଇଥିଲା ।କିନ୍ତୁ ପ୍ରକୃତରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଖୋଲି ଭାବେ ତମାଖୁ ବିକ୍ରି ଠାରୁ ଆରମ୍ଭ କରି ବିଦ୍ୟାଳୟ ନିକଟରେ ତମାଖୁ ବିକ୍ରି ଭଳି ଘଟଣା ଏବେ ସାଧାରଣ ବ୍ୟବସାୟ ହୋଇଗଲାଣି । ଏପଟେ ଜନସ୍ବାସ୍ଥ୍ୟ ବିଭାଗ ଏଦିଗରେ କୌଣସି ପଦକ୍ଷେପ ନେଇ କେବଳ ଦିବସ ପାଳନ କରି ଔପଚାରିକତା ସମାପ୍ତ କରିଛି ।

Conclusion:ବାଇଟ-୧-ବିମଳାପ୍ରଭା ସାହୁ, ଜନସ୍ବାସ୍ଥ୍ୟ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.