ETV Bharat / state

ପିକ୍‌ନିକ୍‌ରୁ ଫେରୁଥିଲେ ଓଲଟିଲା ବସ୍: ଜଣେ ମୃତ, 10 ଗୁରୁତର

author img

By

Published : Jan 18, 2021, 9:46 AM IST

Updated : Jan 18, 2021, 9:57 AM IST

କେନ୍ଦୁଗୁଡା ଘାଟି ଡୁମ୍ବଲାପଦର ଛକରେ ବସ୍‌ ଦୁର୍ଘଟଣା । ଗୁପ୍ତେଶ୍ବର ବୁଲି ଭୁବନେଶ୍ବର ଫେରୁଥିବା ପିକ୍‌ନିକ୍‌‌‌ ବସ ଓଲଟି ପଡିଛି । ଅଧିକ ପଢନ୍ତୁ...

ଓଲଟିଲା ପିକନିକ ବସ; ଜଣେ ମୃତ, 10 ଗୁରୁତର
ଓଲଟିଲା ପିକନିକ ବସ; ଜଣେ ମୃତ, 10 ଗୁରୁତର

ଗଜପତି: ଓଲଟିଲା ପିକ୍‌ନିକ୍‌‌‌ ବସ୍‌ । ଜଣେ ମୃତ, 10ରୁ ଅଧିକ ଗୁରୁତର । କୋରାପୁଟର ଗୁପ୍ତେଶ୍ବରରୁ ପିକନିକ୍‌ ସାରି ଭୁବନେଶ୍ବର ଫେରୁଥିବା ବେଳେ ଦୁର୍ଘଟଣା । ମୃତକ ହେଲେ ଭୁବନେଶ୍ବରର ସୁନୀଲ ସାହୁ । ଆଜି ଭୋର ସମୟରେ ଫେରିବା ପରେ ରାୟଗଡା ଜିଲ୍ଲା କେନ୍ଦୁଗୁଡା ଘାଟି ଡୁମ୍ବଲାପଦର ଛକରେ ବସ ଓଲଟି ପଡିଥିଲା । ବସରେ 20 ଜଣରୁ ଅଧିକ ପିକ୍‌ନିକ୍‌‌‌ ବସରେ ଭୁବନେଶ୍ବରରୁ କୋରାପୁଟ ଯାଇଥିଲେ । ସମସ୍ତ ଆହତଙ୍କୁ ମୋହନା ମେଡିକାଲରେ ଚିକିତ୍ସା ଚାଲିଛି ।

ପିକ୍‌ନିକ୍‌ରୁ ଫେରୁଥିଲେ ଓଲଟିଲା ବସ୍

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 18, 2021, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.