ETV Bharat / state

73 ବର୍ଷ ପରେ ମିଳିଲା ବିଜୁଳି ସଂଯୋଗ

author img

By

Published : Nov 14, 2019, 11:58 PM IST

ବଣ ପାହାଡ ଘେରା ଗଜପତି ଜିଲ୍ଲା ବଡଅଞ୍ଜ ଗାଁରେ ସ୍ବାଧୀନତାର 73 ବର୍ଷ ପରେ ଜଳିଛି ବିଜୁଳି ଆଲୋକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ଦିନେ ବିଜୁଳି ଆଲୋକ ଥିଲା ସାତ ସପନ । ଆଲୋକ ପାଇଁ ସାହାଭରସା ଥିଲା ଡିବିରି ଓ ଲଣ୍ଠନ । ସୂର୍ଯ୍ୟସ୍ତ ପରେ ଗାଁକୁ ମାଡି ଆସୁଥିଲା ଅନ୍ଧକାର । ପିଲାଙ୍କ ପାଠ ପଢାରେ ଉପୁଜୁଥିଲା ସମସ୍ୟା । କିନ୍ତୁ ଏବେ ଆଉ ସେପରି ହେବନି । କାରଣ ଗଜପତି ଜିଲ୍ଲା ବଡଅଞ୍ଜ ଗାଁରେ ଜଳିଛି ବିଜୁଳି ଆଲୋକ । ବିଳମ୍ବରେ ହେଉ ପଛେ ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟା ହୋଇଛି ଦୂର । ଏମିତି ଏକ ଖୁସିର ମୂହୂର୍ତ୍ତକୁ ଉପଭୋଗ କରିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ବିଦ୍ୟୁତ୍ ସଂଯୋଗ ପାଇଁ ଗାଁକୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଯାହାର କାମ ନେଇଥିଲା ଏନଟିପିସି । ଆଲୋକ ସଂଯୋଗ ପାଇଁ ଗାଁରେ 57ଟି ଖୁଣ୍ଟ ପୋତା ଯାଇଥିଲା । ଏପିକି ଘରେ ମିଟର ମଧ୍ୟ ଲଗାଯାଇଥିଲା । ହେଲେ ପାହାଡିଆ ଅଞ୍ଚଳ ଥିବାରୁ କାମ ବିଳମ୍ବ ହେବା ସହ ବିଦ୍ୟୁତ୍‌ ସଂଯୋଗ ହୋଇନଥିଲା । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ନିକଟରେ ଏନେଇ ଅଭିଯୋଗ ଆଣିଥିଲେ ।

ତେବେ ଏସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରାଣା ଜାଣିବା ପରେ ପ୍ରତ୍ୟକ୍ଷ ଭାବେ ସେ ଦାୟିତ୍ବ ଗ୍ରହଣ କରି ଗାଁକୁ କିଭଳି ଶୀଘ୍ର ବିଦ୍ୟୁତ ଯୋଗାଣ ହୋଇପାରିବ ସେ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଶେଷରେ ତାଙ୍କ ପ୍ରଚେଷ୍ଟାରେ ଗାଁରେ ଜଳିଛି ବିଦ୍ୟୁତ ଆଲୋକ । ବିଦ୍ୟୁତ ସଂଯୋଗ ପାଇଁ ଗାଁକୁ ଅଧିକାରୀମାନେ ଆସୁଥିବା ଖବର ଜଣାପଡିବା ପରେ ଗାଁ ଲୋକେ ଖୁସିରେ ଅଧାରାସ୍ତାରୁ ସେମାନଙ୍କୁ ସ୍ବାଗତ କରିବା ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ନାଚି ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ । ପରେ ଗାଁରେ ବିଜୁଳି ସଂଯୋଗ ଦେଇ ଗାଁରୁ ସବୁଦିନ ପାଇଁ ଅନ୍ଧକାର ଦୂର କରିଥିଲେ । ବଣ ପାହାଡ ଘେରା ଏହି ଗାଁରେ ସ୍ବାଧୀନତାର 73 ବର୍ଷ ପରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତି ।

ସେପଟେ ଗାଁର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଉନ୍ନତିମୂଳକ ଯୋଜନା କରିଛନ୍ତି । ଲୋକମାନେ ନିଜ ସମସ୍ୟା ପ୍ରଶାସନକୁ ଜଣାଇବା ସହ ସହଯୋଗ କଲେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ । ବିଜୁଳି ଆଲୋକ ପରେ ଏହି ଦୁର୍ଗମ ଅଞ୍ଚଳର ବାକି ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାର କଥା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG-ELECTRI CONNECTED
FORMAT-PKG
REPORT-HARIHARA PATNAIK
PLACE-GAJAPATI
DATE-14.11.2019
ଆଙ୍କର-ଦୀର୍ଘ ବର୍ଷ ପ୍ରତିକ୍ଷାର ଅନ୍ତ ହୋଇଛି, ଶେଷରେ ଦୁର୍ଗମ ଇଲାକା ବ଼ଡଅଞ୍ଜରେ ଜଳିଛି ବିଜୁଳି ବତୀ । ଏହାକୁ ନେଇ ଗ୍ରାମବାସୀ କେ୍ତେ ଖୁସି ଅଛନ୍ତି ତାହା ସେମାନଙ୍କ ଆଚରଣ ଏବଂ ଉଚ୍ଚାରଣରୁ ହିଁ ସ୍ପଷ୍ଟ ହୋଇଛି । ଏଭଳି ଏକ ଖୁସିର ସମୟକୁ ଆହୁରି ସ୍ମୃତି ମଧୁର କରିବାରେ କୌଣସି ଅବହେଳା କରିନାହାନ୍ତି ଏହି ଗାଁର ଅଧିବାସୀ । ତେବେ ବିଳମ୍ବରେ ହେଉ ପଛେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିଥିବାରୁ ପ୍ରଶାସନ ବି ଆତ୍ମସନ୍ତୋଷ ଲାଭ କରିଛି ।.....................
ଭିଓ 01-ଦେଶ ସ୍ବାଧୀନ ହେବାର ଇତି ମଧ୍ୟରେ ବିତିଛି ବିତିଛି 72ବର୍ଷରୁ ଅଧିକ ସମୟ। ହେଲେ ଏମିତି କିଛି ଗାଁ ରହିଛି ଯେଉଁଠି ଲୋକେ ସ୍ବାଧୀନତାର ସ୍ବାଦ ସଂପୂର୍ଣ୍ଣ ଭାବେ ଛାଖିପାରିନାହାନ୍ତି । ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ରାଯଗଡ ବ୍ଲକ ସାନତୁଣ୍ଡି ପଂଚାୟତର ବଡଅଞ୍ଜ ଗାଁ । ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟାଇ ଯେତେବେଳେ ଏହି ଗାଁକୁ ବିଦ୍ୟୁତ ସଂଯୋଗ ହେଲା, ସେହି ସମୟରେ ଲୋକ ସ୍ବାଧୀନ ହୋଇଥିବା ଭଳି ଅନୁଭବ କରିଛନ୍ତି । ତେଣୁ ଏହିଭଳି ଏକ ଖୁସିର ମୂହୁର୍ତ୍ତକୁ ଉପଭୋଗ କରିବା ପାଇଁ କୌଣସି ପ୍ରକାର ହାତଛଡା କରିନାହାନ୍ତି ଏହି ଗାଁର ଲୋକେ । ବାରମ୍ବାର ଦାବି ପରେ ଏହି ଗାଁରେ ବିଦ୍ୟୁ ଖୁଣ୍ଟ ପୋତା ଓ ତାର ଟଣା କାମ ସରିଥିଲା । ଏପରିକି ଘରେ ମିଟର ମଧ୍ୟ ଲଗାଇଦିଆଯାଇଥିଲା । ତଥାପି ବିଦ୍ୟୁତ ସଂଯୋଗ କରାଯାଉନଥିଲା । ଫଲରେ ଲୋକଙ୍କ ଭରଷା ପାଲଟିଥିଲା ଡିବିରି ଆଲୁଅ । ଏହାକୁ ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଆସିଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନଯନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରାଣା ଏନେଇ ଜାଣିବା ପରେ ପ୍ରତ୍ୟକ୍ଷ ଭାବେ ଦାଯିତ୍ବ ଗ୍ରହଣ କରି ଗାଁକୁ କିଭଳି ଶୀଘ୍ର ବିଦ୍ୟୁତ ଯୋଗାଣ ହୋଇପାରିବ ପ୍ରକ୍ରିୟା ଆରମ୍ଭ କରିଥିଲେ । ଶେଷରେ ଗାଁରେ ଜଳିଛି ବିଦ୍ୟୁତ ଆଲୁଅ । ଗବିଦ୍ୟୁତ ସଂଯୋଗ ପାଇଁ ଗାଁକୁ ଅଧିକାରୀମାନେ ଆସୁଥିବା ଥବର ଜଣାପଡିବା ପରେ ଗାଁ ଲୋକେ ଖୁସିରେ ଅଧାରାସ୍ତାରୁ ସେମାନଙ୍କୁ ସ୍ବାଗତ କରିବା ସହ ପାରମ୍ପରିକ ବାଦଜ୍ୟର ତାଳେ ତାଳେ ନାଚି ଏକ ବିରାଟ ପଟୁଆରରେ ପାଛୋଟି ନେଇଥିଲେ । ଗାଁରେ ବିଜୁଳି ଆଲୁଅ ଜଳିଥିବାରୁ ସମସ୍ତେ ଖୁସି ପ୍ରକାଶ କରିବା ସହ ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଥିବା କହିଛନ୍ତି ।................
         ବାଇଟ୍ 01-ପିରତ କାର୍ଯୀ( ଗ୍ରାମବାସୀ)
         ବାଇଟ୍ 02-ସୁବଷ ଶବର (ସରପଂଚ, ସାନତୁଣ୍ଡି ପଂଚାୟତ)
ଭିଓ 02-ଏହି ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି କାମ ଏନଟିପିସି ନେଇଥିଲା । ଏହି ଗାଁ ଯାଏଁ ବିଦ୍ୟୁତ ସଂଯୋଗ କରିବା ପାଇଁ ପ୍ରାଯ 57ଟି ଖୁଣ୍ଟ ପୋତାଯାଇଛି । ତେବେ ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ କାମ କରିବାରେ ବିଳମ୍ବ ହୋଇଥିଲା ବୋଲି୍ କହିଛନ୍ତି ସାଉଥକୋର ନିର୍ବାହୀ ଅଧିକାରୀ । ଗାଁର ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ଏହାରି ମାଧ୍ୟମରେ ଗାଁର ବିକାଶ ପ୍ରକ୍ରିୟା ଚାଲିଛି । ତେବେ ଲୋକେ ପ୍ରଶାସନକୁ ସମସ୍ୟା ସଂପର୍କରେ ଅଗତ କରାଇବା ସହ ସହଯୋଗ କଲେ ସମସ୍ତ ସମସ୍ୟାର ସମାଧାନ ନିଶ୍ଚିତ ଭାବେ ହେବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନଯନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।..................
         ବାଇଟ୍ 03-ଗଙ୍ଗା ଗୌରୀ ପ୍ରସାଦ ପଟନାୟକ(ନିର୍ବାହୀ ଯନ୍ତ୍ରୀ,ସାଉଥକୋ)
         ବାଇଟ୍ 04-ଚଞ୍ଚଲ ରାଣା(ପିଡି,ଡିଆରଡିଏ)
ଫାଭିଓ -ବଣ ପାହାଡ ଘେରା ଏହି ଗାଁରେ ସ୍ବାଧୀନତାର 72ବର୍ଷ ପରେ ଜଳିଛି ବିଜୁଳି ବତୀ । ଫଳରେ ଗାଁର ଏହି ସମସ୍ୟାର ସମାଧାନ ହୋଇପାରିଛି । ହେଲେ ଏହି ଗାଁକୁ ଆଜି ଯାଏଁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ହଇରାଣ ହେଉଥିବା ବେଳେ ଏହାର ସମାଧାନ କେବେ ହେଉଛି ତାହା ଦେଖିବାର କଥା ।...............
...........................ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।.................Body:SLUG-ELECTRI CONNECTED

...........................ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।.................Conclusion:SLUG-ELECTRI CONNECTED

...........................ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ।.................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.