ETV Bharat / state

ପାରଳାଖେମୁଣ୍ଡିରେ ମେଗା ଆଇନ ସେବା ଶିବିର - paralakhemundi latest news

ଆଇନ ସେବାରୁ ସଶକ୍ତିକରଣ । ଏହି ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡିରେ ମେଗା ଆଇନ ସେବା ଶିବିର ଆୟୋଜିତ ହୋଇଛି । ଏହି ଶିବିରରେ ଲୋକଙ୍କୁ ଆଇନ ସେବା ଯୋଗାଇବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା ।

mela
author img

By

Published : Oct 20, 2019, 7:21 PM IST

ଗଜପତି: ପାରଳାଖେମୁଣ୍ଡିରେ ମେଗା ଆଇନ ସେବା ଶିବିର । ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ଆଇନ ସେବା ଯୋଗାଇ ଦେବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଏହା ଆୟୋଜିତ କରାଯାଇଥିଲା ।

ପାରଳାଖେମୁଣ୍ଡିରେ ମେଗା ଆଇନ ସେବା ଶିବିର

ଏହି ଆଇନସେବା ମେଳାରେ ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ 25ଟି ଷ୍ଟଲ ଖୋଲା ଯାଇଥିଲା । ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଆଇନ ସେବା ଯୋଗାଇବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଜିଲ୍ଲାର ବିଭିନ୍ନ ଅଞ୍ଚଳର ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରୁ ପାଇବାକୁ ଥିବା ପ୍ରାପ୍ୟ ପ୍ରଦାନ କରାଯାଇଥିଲା । ତେବେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ଦକ୍ଷିଣ ଓଡିଶାର ପ୍ରୋଟୋକଲ ସଂଜୁ ପଣ୍ଡା ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ତାରଫରୁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ଆଇନ ସେବା ଯୋଗାଇ ଦେବା ପାଇଁ ପାରଳାଖେମୁଣ୍ଡି ସ୍ତିତ ଗଜପତି ଷ୍ଟାଡ଼ିୟମ ରେ ମେଗା ଆଇନ ସେବା ମେଳା ଆୟୋଜନ କରାଯାଇଛି .ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇ କୋର୍ଟ ର ଦକ୍ଷିଣ ଓଡିଶା ର ପ୍ରୋଟେକୋଲ ଜରଜ କୁମାରୀ ସଂଜୁ ପଣ୍ଡା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ .ଏହି ଆଇନସେବା ମେଳା ରେ ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ 25 ଟି ଷ୍ଟଲ ଖୋଲା ଯାଇଛି .ଏହି ମେଳା ର ମୁଖ୍ୟ ଉଧେଶ୍ୟ ହେଉଛି ଲୋକଙ୍କୁ ଆଇନ ସେବା ଜିଗଇବା ସହ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ଉଧେଶ୍ୟ ରେ ଏହି ମେଳା ର ଆୟୋଜନ କରାଯାଇଥିଲା .ଏହି ଅବଶର ରେ ମୁଖ୍ୟ ଅଥିଥି ଙ୍କ ଦ୍ୱାରା ଜିଲ୍ଲା ର ବିଭିନ୍ନ ଅଂଚଳ ର ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ରୁ ପାଇବାକୁ ଥିବା ପ୍ରାପ୍ୟ ପ୍ରଦାନ କରା ଯାଇଥିଲା .
ବାଈଟ୍-ଦେବାଶିଷ ନାୟକ (ନାଲାସା ସମ୍ପାଦକ )Body:ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ତାରଫରୁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ଆଇନ ସେବା ଯୋଗାଇ ଦେବା ପାଇଁ ପାରଳାଖେମୁଣ୍ଡି ସ୍ତିତ ଗଜପତି ଷ୍ଟାଡ଼ିୟମ ରେ ମେଗା ଆଇନ ସେବା ମେଳା ଆୟୋଜନ କରାଯାଇଛି .ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇ କୋର୍ଟ ର ଦକ୍ଷିଣ ଓଡିଶା ର ପ୍ରୋଟେକୋଲ ଜରଜ କୁମାରୀ ସଂଜୁ ପଣ୍ଡା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ .ଏହି ଆଇନସେବା ମେଳା ରେ ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ 25 ଟି ଷ୍ଟଲ ଖୋଲା ଯାଇଛି .ଏହି ମେଳା ର ମୁଖ୍ୟ ଉଧେଶ୍ୟ ହେଉଛି ଲୋକଙ୍କୁ ଆଇନ ସେବା ଜିଗଇବା ସହ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ଉଧେଶ୍ୟ ରେ ଏହି ମେଳା ର ଆୟୋଜନ କରାଯାଇଥିଲା .ଏହି ଅବଶର ରେ ମୁଖ୍ୟ ଅଥିଥି ଙ୍କ ଦ୍ୱାରା ଜିଲ୍ଲା ର ବିଭିନ୍ନ ଅଂଚଳ ର ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ରୁ ପାଇବାକୁ ଥିବା ପ୍ରାପ୍ୟ ପ୍ରଦାନ କରା ଯାଇଥିଲା .
ବାଈଟ୍-ଦେବାଶିଷ ନାୟକ (ନାଲାସା ସମ୍ପାଦକ )Conclusion:ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ତାରଫରୁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ ଆଇନ ସେବା ଯୋଗାଇ ଦେବା ପାଇଁ ପାରଳାଖେମୁଣ୍ଡି ସ୍ତିତ ଗଜପତି ଷ୍ଟାଡ଼ିୟମ ରେ ମେଗା ଆଇନ ସେବା ମେଳା ଆୟୋଜନ କରାଯାଇଛି .ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇ କୋର୍ଟ ର ଦକ୍ଷିଣ ଓଡିଶା ର ପ୍ରୋଟେକୋଲ ଜରଜ କୁମାରୀ ସଂଜୁ ପଣ୍ଡା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ .ଏହି ଆଇନସେବା ମେଳା ରେ ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ 25 ଟି ଷ୍ଟଲ ଖୋଲା ଯାଇଛି .ଏହି ମେଳା ର ମୁଖ୍ୟ ଉଧେଶ୍ୟ ହେଉଛି ଲୋକଙ୍କୁ ଆଇନ ସେବା ଜିଗଇବା ସହ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ଉଧେଶ୍ୟ ରେ ଏହି ମେଳା ର ଆୟୋଜନ କରାଯାଇଥିଲା .ଏହି ଅବଶର ରେ ମୁଖ୍ୟ ଅଥିଥି ଙ୍କ ଦ୍ୱାରା ଜିଲ୍ଲା ର ବିଭିନ୍ନ ଅଂଚଳ ର ହିତାଧିକାରୀଙ୍କୁ ବିଭିନ୍ନ ଯୋଜନା ରୁ ପାଇବାକୁ ଥିବା ପ୍ରାପ୍ୟ ପ୍ରଦାନ କରା ଯାଇଥିଲା .
ବାଈଟ୍-ଦେବାଶିଷ ନାୟକ (ନାଲାସା ସମ୍ପାଦକ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.