ETV Bharat / state

ନାବାଳିକା ଦୁଷ୍କର୍ମ ଉଦ୍ୟମକାରୀକୁ 10 ବର୍ଷ ଜେଲ - ଦୁଷ୍କର୍ମ ଉଦ୍ୟମକାରୀକୁ 10 ବର୍ଷ ଜେଲଦଣ୍ଡ

ନାବାଳିକାକୁ ନିଜ ଘରକୁ ଡାକି ଅଶ୍ଳୀଳ ବ୍ୟବହାର କରିବା ସହ ଦୁଷ୍କର୍ମ କରିବା ଉଦ୍ୟମ କରିଥିବା ଯୁବକୁ 10 ବର୍ଷ ଜେଲ ଦଣ୍ଡ ସହ 10 ହଜାର ଜୋରିମାନା ଶୁଣାଇଲେ ଗଜପତି ଜିଲ୍ଲା ଦୌରା ଅଦାଲତ । ଅଧିକ ପଢ଼ନ୍ତୁ...

man given 10 years of imprisonment, panalty for attempting rape, rape attempt to minor, minor in gajapati, ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଦୁଷ୍କର୍ମ ଉଦ୍ୟମକାରୀକୁ 10 ବର୍ଷ ଜେଲଦଣ୍ଡ, ଗଜପତି ଜିଲ୍ଲାଦୌରା ଅଦାଲତ
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମକାରୀକୁ 10 ବର୍ଷ ଜେଲଦଣ୍ଡ
author img

By

Published : Jan 13, 2020, 9:00 PM IST

Updated : Jan 13, 2020, 10:11 PM IST

ଗଜପତି: ଅତିରିକ୍ତ ଜିଲ୍ଲା ଦୌରାଜଜ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ 10ବର୍ଷ ଜେଲ ସହ 10 ହଜାର ଟଙ୍କା ଜୋରିମାନା ନଚେତ 6ମାସ ଅଧିକ ଜେଲ ଦଣ୍ଡ ଭୋଗିବ ବୋଲି ରାୟ ଶୁଣାଇଛନ୍ତି । ଦୋଷୀ ଜଣକ ପାରଳାଖେମୁଣ୍ଡିର ନୂଆ କମ୍ପୋ ସାହିର ବାରିକ ପ୍ରଧାନ ।

ନାବାଳିକା ଦୁଷ୍କର୍ମ ଉଦ୍ୟମକାରୀକୁ 10 ବର୍ଷ ଜେଲ

ଗତ ମାର୍ଚ୍ଚ 10ରେ ବାରିକ ପ୍ରଧାନ ବିଭିନ୍ନ ସମୟରେ ନିଜ ପଡୋଶୀ ଘରର 7 ବର୍ଷୀୟ ନାବାଳିକାକୁ ନିଜ ଘରକୁ ଡାକି ଅଶ୍ଳୀଳ ବ୍ୟବହାର କରିବା ସହ ଦୁଷ୍କର୍ମ କରିବା ଉଦ୍ୟମ କରିଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ସଜା ଶୁଣାଇଛନ୍ତି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାଦୌରା ଅଦାଲତରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ 10ବର୍ଷ ଜେଲ 10ହଜାର ଜରିମାନା ନଚେତ 6ମାସ ଅଧିକ ଜେଲ ଦଣ୍ଡ ବହଗିବେ । ଦୋଷୀ ଜଣକ ପାରଳାଖେମୁଣ୍ଡିର ନୂଆ କମ୍ପୋ ସାହିର ବାରିକ ପ୍ରଧାନ ।ଗତ 10/03/2019 ତାରିଖ ରେ ବାରିକ ପ୍ରଧାନ ଜଣେ 7 ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରିବା ର ପିଡୀତଙ୍କ ପରିବାର ଅଭିଯୋଗ କରିଥିଲେ ।ତେବେ ଆଜି ଅତିରିକ୍ତ ଜିଲ୍ଲାଦୌରା ଅଦାଲତରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ 10ବର୍ଷ ଜେଲ 10ହଜାର ଜରିମାନା ଶୁଣାଇଛନ୍ତି।Body:ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାଦୌରା ଅଦାଲତରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ 10ବର୍ଷ ଜେଲ 10ହଜାର ଜରିମାନା ନଚେତ 6ମାସ ଅଧିକ ଜେଲ ଦଣ୍ଡ ବହଗିବେ । ଦୋଷୀ ଜଣକ ପାରଳାଖେମୁଣ୍ଡିର ନୂଆ କମ୍ପୋ ସାହିର ବାରିକ ପ୍ରଧାନ ।ଗତ 10/03/2019 ତାରିଖ ରେ ବାରିକ ପ୍ରଧାନ ଜଣେ 7 ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରିବା ର ପିଡୀତଙ୍କ ପରିବାର ଅଭିଯୋଗ କରିଥିଲେ ।ତେବେ ଆଜି ଅତିରିକ୍ତ ଜିଲ୍ଲାଦୌରା ଅଦାଲତରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ 10ବର୍ଷ ଜେଲ 10ହଜାର ଜରିମାନା ଶୁଣାଇଛନ୍ତି।Conclusion:ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାଦୌରା ଅଦାଲତରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ 10ବର୍ଷ ଜେଲ 10ହଜାର ଜରିମାନା ନଚେତ 6ମାସ ଅଧିକ ଜେଲ ଦଣ୍ଡ ବହଗିବେ । ଦୋଷୀ ଜଣକ ପାରଳାଖେମୁଣ୍ଡିର ନୂଆ କମ୍ପୋ ସାହିର ବାରିକ ପ୍ରଧାନ ।ଗତ 10/03/2019 ତାରିଖ ରେ ବାରିକ ପ୍ରଧାନ ଜଣେ 7 ବର୍ଷ ର ନାବାଳିକା କୁ ଦୁଷ୍କର୍ମ କରିବା ର ପିଡୀତଙ୍କ ପରିବାର ଅଭିଯୋଗ କରିଥିଲେ ।ତେବେ ଆଜି ଅତିରିକ୍ତ ଜିଲ୍ଲାଦୌରା ଅଦାଲତରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ 10ବର୍ଷ ଜେଲ 10ହଜାର ଜରିମାନା ଶୁଣାଇଛନ୍ତି।
Last Updated : Jan 13, 2020, 10:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.